Browsing category

Uncategorized

ଆଜିର ରାଶିଫଳ

ବୁଧବାର୨୦୨୨ ମସିହା ଏପ୍ରିଲ ମାସ ୬ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋଦୟ -ପ୍ରାତଃ ଘ୫/୪୦/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୨୫,କର୍କଟ ରାଶି ର ଘାତବାର,ବିଛା ରାଶି ର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ,ନିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର […]

ଗୋପୀନାଥ ଦେବଙ୍କ ମନ୍ଦିରରୁ ଚୋରି

ପୁରୀ,୧୨/୩(ଏସ ଏସ ନିଉଜ)ବୀରନରସିଂହପୁରର ଗୋପୀନାଥ ଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତି ଚୋରି ହୋଇଛି।ବହୁ ପୁରାତନ ଦୋଳଗୋବିନ୍ଦ, ମଦନମୋହନ, କନକ ଦୁର୍ଗା ମୂର୍ତ୍ତି , ମନ୍ଦିରର ବନଦୁର୍ଗା, ଶ୍ରୀଲୋକନାଥ ଓ ଗୋବିନ୍ଦ ଗୋପାଳଙ୍କ ମୂର୍ତ୍ତି ମଧ୍ୟ ଚୋରି ହୋଇଛି।ଏହାସହ ମନ୍ଦିରରେ ଥିବା ବହୁ ସୁନା, ରୁପା ଗହଣା ମଧ୍ୟ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଏମାରମଠରେ ଖୋଦନ ପରେ ମିଳିଲା ଲୁହାଖଣ୍ଡ

ପୁରୀ,୪/୨(ଏସଏସନିଉଜ)ପୁରୀ ଏମାର ମଠ’ରେମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଆଜି ଖୋଦନ ହୋଇଥିଲାବେଳେ କୌଣସି ରୁପା ଇଟା ମିଳି ନଥିବାବେଳେ କେବଳ ଗୋଟିଏ ଲୁହା ଖଣ୍ଡ ମିଳିଥିବାର ଜଣାପଡିଛି ।ମେଟାଲ ଡିଟେକ୍ଟର ସାହାଯ୍ୟରେ ଟିକିନିଖି ଯାଞ୍ଚ ପରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଖୋଳାଯାଇଥିଲା । ଦେବୋତ୍ତର ବିଭାଗ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଏହି କାର‌୍ୟ୍ୟ କରାଯାଇଥିଲା ।

ଛେଳି ଚୋରି କରିବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଲା

ଭୁବନେଶ୍ୱର, ୧/୧(ଏସଏସନିୟୁଜ)ପୋଲିସ ବାବୁ ନୁଆବର୍ଷରେ ଭୋଜି କରିବାପାଇଁ ଅତି ତଳକୁ ଖସି ଯାଇ ଛେଳି ଚୋରିକରିଥିଲେ ।ଛେଳିମାଲିକ ସିଦ୍ଧେକେଲା ଥାନାକୁ ଆସି ଅଭିଯୋଗ କରିଥିଲେ ମଧ୍ୟ ପୋଲିସବାବୁ ନିଜ ପାୱାର ଦେଖାଇ ଥାନାକୁ ତାଙ୍କୁ ଅଟକ ରଖିଥିଲେ ।ସ୍ଥାନୀୟ ଲୋକ ଏହାକୁ ସହଜରେ ଗ୍ରହଣ ନକରିପାରି ନ୍ୟାୟପାଇଁ ଥାନା ଘେରାଉ କରିବା ପରେ ବାବୁଙ୍କ ନିଶା ଖସିଯାଇଥିଲା ।ସମାଧାନ ପାଇଁ ଯେତେଚେଷ୍ଟା କରି ବିଫଳ ହେବାପରେ ପୋଲିସ ବାବୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଏସପି ।ଏହି ପେଲିସ […]

ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୧/୧୨(ଏସଏସନିୟୁଜ) ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର କରିଥିବା ଜଣେ ଲୋକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ତାକୁ ଗତବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା ।ଝାରପଡ଼ା ଜେଲରେ ଥିବା ସମୟରେ ତା’ ନାଁରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ କରାଯାଇଥିଲା ।

ପଞ୍ଚାୟତ ନିର୍ବାଚନକୁ ନେଇ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ) ପଞ୍ଚାୟତ ନିର୍ବାଚନକୁ ନେଇ ଖୁବଶୀଘ୍ର ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।ଗତଥର ଅପେକ୍ଷା ଏଥର ୱାର୍ଡ ସଂଖ୍ୟା କମିଛି ଓ ଭୋଟର ସଂଖ୍ୟା ବଢ଼ିଛି । ଏଥର ୨ କୋଟି ୬୩ ଲକ୍ଷ ଭୋଟର ଭୋଟ ଦେବେ ବୋଲି କହିଛନ୍ତି।

ସୁନୀଲ ବଂଶଲ ହେବେ ନୂଆ ଡିଜିପି

ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ)ସୁନୀଲ ବଂଶଲ ହେବେ ନୂଆ ଡିଜିପି ହେବା ନେଇ ରାଜ୍ୟ ସରକାର କଲେ ଘୋଷଣା କରିଛନ୍ତି।ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବେ ।

ଆଜିର ଅନୁଚିନ୍ତା

➡️”ଅସମୟରେ ଶହାନଭୂତି ଦେଉଥୁବା ଲୋକଟି ନୁହେଁ ବରଂ ଅସମୟରେ ଆପଣଙ୍କ ସାଥ୍‌ରେ ରହିଥିବା ଲୋକଟିକୁ ହିଁ ଜୀବନର ପ୍ରକୃତ ବନ୍ଧୁ ବୋଲି କୁହାଯାଏ ➡️” ମିତ୍ର ‘ ହେଉଛି ମନୁଷ୍ୟର ଏପରି ଏକ ଅମୂଲ୍ୟ ରତ୍ନ ଯାହାର ଉପସ୍ଥିତି ଆଉ ଉପକାରିତା କେବଳ ଭାଗ୍ୟବାନ ବ୍ୟକ୍ତି ହିଁ ଉପଲବ୍ଧି କରିଥାନ୍ତି !! ➡️”ଯେଉଁମାନଙ୍କୁ ଆମେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ବ ଦେଇଥାଉ ସାଧାରଣତଃ ସେଇମାନେ ହିଁ ଆମକୁ ଅଣଦେଖା କରିଥାନ୍ତି , କାହିଁକିନା ଇତିହାସ ସାକ୍ଷୀ ଅଛି […]

ସତର୍କ କଲେ ରାଜ୍ୟସରକାର

➡️୧-କରୋନାର ନୂଆ ଭାରିଏଣ୍ଟକୁ ନେଇ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବା ପାଇଁ କଲେ ଅନୁରୋଧ । ➡️୨-କୋଣାର୍କ ରେ ୩୨ ତମ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୬ ଶହ ପର୍ଯ୍ୟଟକ । ➡️୩-ବାତ୍ୟା “ଜୱାଦ୍” ପ୍ରସ୍ତୁତି ନିମନ୍ତେ ବସିଲା ମୁଖ୍ୟ […]

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ

ବାରଙ୍ଗ,୨୧/୧୧(ଏସଏସନିୟୁଜ)ସାଙ୍ଗ ମାନଙ୍କ ସହ ଆସିଥିଲେ ବୁଲିବାକୁ।କିଛି ବ୍ୟକ୍ତି ସାଧା ପୋଷାକରେ ଆସି ପୋଲିସର ପରିଚୟ ଦେଇ ଯୁବକଙ୍କୁ ଅପହରଣ କଲେ।ଅଧବାଟରେ ମାଡ଼ ମାରି ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ଚଳନ୍ତା ଅଟୋରୁ ଠେଲି ଦେଲେ।ଏ କୌଣସି ଫିଲ୍ମ ର କାହାଣୀ ନୁହେଁ,ଏଭଳି ଘଟଣା ରବିବାର ନନ୍ଦନକାନନ ଥାନା ଅଧିନସ୍ଥ ନନ୍ଦନକାନନଛକରେ ଘଟିଛି । ସୂଚନାନୁସାରେ କଟକର ଏକ ଛାପା କାରଖାନାରେ ଦୀର୍ଘ ୨ ମାସ ହେବ କାର‌୍ୟ୍ୟ କରୁଥିବା ଗଜପତି ଜିଲ୍ଲା ଅଡବା ଥାନା ଆଶ୍ରୟ […]