ଭୁବନେଶ୍ୱର,୧୩।୩(ଏସଏସନିଉଜ)ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ନୋଟିସ୍।CECଙ୍କୁ ହଟାଇବାକୁ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ନୋଟିସ୍ ।
ନୋଟିସ୍ରେ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।୧୩୦ ଲୋକସଭା ଓ ୬୩ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତ ପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ ରେ ନୋଟିସ ଜାରି କରାଯାଇଛି।