କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହେଲା

ଭୁବନେଶ୍ୱର,୯/୪(ଏସ୍‌ଏସ୍‌ନିୟୁଜ) ପୁଣି ୪ଟି ପଜିଟିଭ ରାତିରେ ଜଣାପଡିଛି । ଦିନକ ମଧ୍ୟରେ ୬ଟି ପଜିଟିଭ ମିଳିଛି ।ସକାଳେ ଦୁଇଟି ଓ ରାତିରେ ୪ଟି କରୋନା ପଜିଟିଭ ବୋଲି ଜଣାପଡିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର େଓବସାଇଟରେ ଏହା ଦର୍ଶାଯାଇଥିବାର ଜଣାପଡିଛି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧିପାଇ ୪୮ରେ ପହଁଚିଛି ।

Comments (0)
Add Comment