କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହେଲା

0
260

ଭୁବନେଶ୍ୱର,୯/୪(ଏସ୍‌ଏସ୍‌ନିୟୁଜ) ପୁଣି ୪ଟି ପଜିଟିଭ ରାତିରେ ଜଣାପଡିଛି । ଦିନକ ମଧ୍ୟରେ ୬ଟି ପଜିଟିଭ ମିଳିଛି ।ସକାଳେ ଦୁଇଟି ଓ ରାତିରେ ୪ଟି କରୋନା ପଜିଟିଭ ବୋଲି ଜଣାପଡିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର େଓବସାଇଟରେ ଏହା ଦର୍ଶାଯାଇଥିବାର ଜଣାପଡିଛି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧିପାଇ ୪୮ରେ ପହଁଚିଛି ।

LEAVE A REPLY

Please enter your comment!
Please enter your name here