ହାଡିଆପଠାରେ ଏନଜିଟି ଟିମ୍

କଟକ,୧୩.୭(ଏସଏସନିଉଜ) ମହାନଦୀ ହାଡିଆ ପଠାରେ ଏନଜିଟି ଟିମ୍ ଅନୁଧ୍ୟାନ ଆରମ୍ଭ କରିଛି । ବାଲି ପୋତା ଯାଇଥିବା ୪୨୪ ଏକର ଜାଗାର ୭ ଜଣିଆ ଟିମ୍‌ଦ୍ୱାରା ଅନୁଧ୍ୟାନ ଆରମ୍ଭ ହୋଇଛି ।ପୂର୍ବରୁ ନଦୀପଠା ପୋତାଯିବା ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ ହୋଇଥିଲା ।ଏନେଇ ଏନଜିଟିର ହସ୍ତକ୍ଷେପ ଲୋଡି ଏକାଧିକ ପିଟସନ ଦାଖଲ ହୋଇଥିଲା

 

Comments (0)
Add Comment