ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ,୨୨/୯(ଏସଏସନିଉଜ)ଭଦ୍ରକଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏକ ବ୍ୟାଗଭିତରେ ମୃତଦେହ ଲୁଚାଇ ଦେଇ କେହି ପଳାଇ ଯାଇଥିବା ସୂଚନା ମିଳିଛି। ବ୍ୟାଗଭିତରେ ମୃତଦେହ ମିଳିବା ପରେ ପୋଲିସକୁ ଜଣାଇଲେ କର୍ତ୍ତୃପକ୍ଷ ।

Comments (0)
Add Comment