ପ୍ଲାଟଫର୍ମରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଢେଙ୍କାନାଳ ରେଳଷ୍ଟେସନ ପ୍ଲାଟଫର୍ମରେ ଜଣେ ଯୁବତୀ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି।ନିଜହାତ କାଟି ଆତ୍ମହତ୍ୟା ଉଦ୍ୟମବେଳେ ଉଦ୍ଧାର କରିଛି ଜିଆରପି ପୋଲିସ।ତାଙ୍କୁ ଗୁରୁତରଅବସ୍ଥାରେ ଢେଙ୍କାନାଳଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗୁରୁତର ଯୁବତୀଙ୍କ ନାଁ ସମୀରା ଖାତୁନ। ସେ କୋଲକତାର ବାସିନ୍ଦା ବୋଲି ଜଣାପଡିଛି ।।

Comments (0)
Add Comment