ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର

ବଲାଙ୍ଗିର, ୫/୭(ଏସଏସନିଉଜ) ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର. ଆହତ ହୋଇଛନ୍ତି । ଦେଓଗାଁ ଥାନା ଭୂତିଆରବାହାଲ ଗାଁ କ୍ରସରରେ ସିଲିଣ୍ଡର ଫାଟିଛି ।ଗୁରୁତର ୩ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବାବେଳେ ସେମାନଙ୍କୁ ଚିକିସ୍‌ ପାଇଁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

Comments (0)
Add Comment