ଟଳିପଡିଲେ ୩ ମାଓବାଦୀ

ମାଲକାନଗିରି,୧୧/୧୦(ଏସ ଏସ ନିଇଜ) ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଗୁଳି ବିନିମୟ ରେ ୩ ମାଓବାଦୀ ନିହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି ।ଏହାସହ ଘଟଣାସ୍ଥାଳରୁ ୨ଟି ବନ୍ଧୁକ ଜବତ କରାଯାଇଛି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ସୂଚନା ଦେଇଛନ୍ତି ।

Comments (0)
Add Comment