ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହେତା ଭିଜିଜାଲ ହାତରେ ଧରପଡିଛନ୍ତି।ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ କାର୍ଯ୍ୟାଳୟ ରେ ମୃତ ଧରୋ ବାର୍ଲାଙ୍କପୁଅ ପାତ୍ରାସ ବାର୍ଲାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି ଶ୍ରୀକାନ୍ତ ହେତା ।୨୦୧୯ରେ ବାଲିଶଙ୍କରା ବ୍ଲକ ଦେଓଭୁବନପୁରର ଧରୋ ବାର୍ଲାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା ।

Comments (0)
Add Comment