ଭାଇରାଲ ହେଲା ଫଟୋ

 

ଭୁବନେଶ୍ୱର,୧୦/୧୦(ଏସ ଏସ ନିୟୁଜ)ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ବାନ୍ଧବୀ ସାମ୍ବାଦିକା ଜାଗୃତି ଶୁକ୍ତଳାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ । ନିଜ ଇନ୍‌ଷ୍ଟାଗ୍ରାମରେ ଏକାଠି ବସି ଖାଇବାର ଫଟୋ ସେୟାର କଲେ ଜାଗୃତି ।

Comments (0)
Add Comment