ଚାଷୀଙ୍କ ଚରମବାଣୀ

ସମାଧାନ ନହେଲେ ୫ରୁ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଆନ୍ଦୋଳନ

0 400

ଖବର ଆଜିର,ତାରିଖ ୨୯-୧୧-୨୦ ରବିବାର ।
୧-୨ୟ ଦିନିକିଆ ଆଜି; ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ ।
୨-ଧନୀ ରାଷ୍ଟ୍ରରେ ଶିକ୍ଷିତ ପ୍ରବାସୀଙ୍କ ତାଲିକାରେ ଭାରତୀୟ ଶୀର୍ଷରେ ।
୩-ଛୋଟ ଋଣକାରୀଙ୍କୁ ବଡ ଝଟକା ! ଲୋନ ମୋରାଟୋରିୟମ ବଢାଇବାକୁ କେନ୍ଦ୍ରର ବିରୋଧ, କହିଲେ- ବଢିବ ମୁସ୍କିଲ
୪-ଗଞ୍ଜାମକୁ ଲମ୍ବିଛି ‘ପାଠକ’ ଚେର; ବ୍ରହ୍ମପୁର ବ୍ୟାଙ୍କରେ ଜମା ହୋଇଛି ଟଙ୍କା ।
୫-କୃଷକଙ୍କ ଆନ୍ଦୋଳନ ଜୋରଦାର : ଆଲୋଚନା ପାଇଁ ସରକାର ପ୍ରସ୍ତୁତ-ଅମିତ ଶାହା .
୬-ସରକାରଙ୍କୁ ଚାଷୀଙ୍କ ଚରମବାଣୀ : ସମାଧାନ ନହେଲେ ୫ରୁ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଆନ୍ଦୋଳନ ।
୬-ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଭୟାବହ ଅଗ୍ନିକାଣ୍ଡ ୬ ପରିବାରର ୧୪ ବଖରା ଘର ପୋଡି ଜଳି ପାଉଶ ହୋଇଗଲା। ଏହି ଅଗ୍ନିକାଣ୍ଡରେ ୩ଟି ଛେଳି ଏବଂ ୭ଟି ଗୋରୁ ଜୀବନ୍ତ ଦଗ୍ଧ ସହ ଜଣେ ମହିଳା ଆହତ ହୋଇଛନ୍ତି।
୭-ମିଗ୍-୨୯ ବିମାନ ଦୁର୍ଘଟଣା ଘଟଣା : ଏବେବି ପାଇଲଟ ନିଖୋଜ, ୪୦ ଘଣ୍ଟା ହେଲା ଚାଲିଛି ତଲାସି ଅଭିଯାନ
୮-କରୋନା ଭ୍ୟାକସିନକୁ ନେଇ ବଡ ଖବର : ଜରୁରୀକାଳୀନ ପରିସ୍ଥିତିରେ କୋଭିସିଲଡ୍ ବ୍ୟବହାର ପାଇଁ ଖୁବଶୀଘ୍ର ହେବ ଆବେଦନ-ଆଦର ପୁନାଓ୍ବାଲା .
୯-ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ।
୧୦-ଟପ୍ କୋର ଗୃପରେ ୨୦ ଆଥ୍‌ଲେଟ୍ ସାମିଲ; ଓଡ଼ିଶାରୁ ଦୂତି ।
୧୧-ଚତୁର୍ଦ୍ଧାମୂର୍ତ୍ତିଙ୍କ ମୁରୁଜକୁ ସାଂସଦଙ୍କ ଅସମ୍ମାନ ପ୍ରସଙ୍ଗ: କ୍ଷମା ପ୍ରାର୍ଥନା ଦାବି କଲା ରାଜ୍ୟ ମନ୍ଦିର ସେବାୟତ ସଂଘ ।
୧୨-ଦିଲ୍ଲୀ ଆନ୍ଦୋଳନରେ ପଶ୍ଚିମ ଓଡ଼ିଶା ଚାଷୀ ସାମିଲ ।
୧୩-ଚେତାଇ ଦେଲେ ସ୍ଥଳ ସେନା ମୁଖ୍ୟ, କହିଲେ- ଦେଶର ସୀମାରେ ବଡ଼ ବିପଦ, ଅନୁପ୍ରବେଶ ପାଇଁ ଆତଙ୍କବାଦୀ କରୁଛନ୍ତି ପ୍ରୟାସ
୧୪-୭ ବର୍ଷ ପରେ ପଡିଆକୁ ଫେରିବେ ଏସ ଶ୍ରୀସନ୍ଥ, ଜଣାଇଲେ ଟିମ୍ ଇଣ୍ଡିଆକୁ କେମିତି କରିବେ ପ୍ରତ୍ୟାବର୍ତ୍ତନ ।
୧୫-ବିଜୁ ଛାତ୍ର ଜନତା ଦଳର ଦେଓଗଡ଼, ବରଗଡ, ବୌଦ୍ଧ, ଗଜପତି, ଏବଂ ରାଉରକେଲା ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

 

Leave A Reply

Your email address will not be published.