ଖୋର୍ଦ୍ଧା ଓ ଜଟଣୀ ଟାଉନ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ

0 222

ଜଟଣୀ,୧୯/୮(ଏସ୍‌.ଏସ୍‌.ନିୟୁଜ) ଖୋର୍ଦ୍ଧା ଓ ଜଟଣୀ ଟାଉନ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି ।କୋଭିଡ ନିୟମ ମାନୁ ନଥିବା କ୍ଲିନିକ୍ ନର୍ସିଂ ହୋମ, ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଛଡାଉ କରାଯାଇ କେତେକ କ୍ଲିନିକ୍ ସିଲ୍ କରିଛି ପ୍ରଶାସନ ।ସେହିପରି ଭାବେ ଜଟଣୀ ରେ କେତେକ କ୍ଲିନିକ୍ ଓ ହୋଟେଲ୍ ବ୍ୟବସାୟ ପ୍ରତିଷ୍ଠାନ ରେ ମଧ୍ୟ ଛଡାଉ କରାଯାଇଥିବାର ଜଣାପଡିଛି ।ଜିଲ୍ଲାପାଳ ସନତ୍ କୁମାର ମହାନ୍ତିଙ୍କ ତତ୍ଵାବଧାନରେ ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ, ବିଡ଼ିଓ, ତହସିଲ ଦାର, ଜଟଣୀ ଥାନା ଅଧିକାରୀ ଏହି ଚଡାଉରେ ସାମିଲ୍ ଥିଲେ । (ଜଟଣୀରୁ ମାନସକୁମାର ପ୍ରଧାନଙ୍କ ରିପୋର୍ଟ )

Leave A Reply

Your email address will not be published.