ସଫାକଲେ ରାସ୍ତା

0 730

ବାରଙ୍ଗ,୧୫/୧୧(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ବାରଙ୍ଗ ରେଳ ଷ୍ଟେସନ ଠାରୁ ଦୟା କେନାଲ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ ଘଂଚ ଜଙ୍ଗଲ ସହ ହୋଇ ରହିଥିଲା ।ପଥଚାରୀଙ୍କଠାରୁ ଆରମ୍ଭ କରି ଦୁଇଚକିଆ ଯାନ ଚାଳକମାନଙ୍କ ପାଇଁ ବିପଦର କାରଣ ସାହଜିଥିଲା ।ପ୍ରାୟତଃ ସବୁଦେନେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିଲା ।ଏହି ଘଟଣାକୁ ଗୁରୁତର ସହ ନେଇଥିଲେ ଏହି ଅଂଚଳରେ ଚର୍ଚ୍ଚରେ ରହିଥିବା ପଂଚଶଖା ଚାରିଟେବୁଲ ଟ୍ରଷ୍ଟ ।ଟ୍ରଷ୍ଟର ସଭାପତି ସଭାପତି ଜନକମାଝୀ(ଜାନିଆ)ଙ୍କ ନେତୃତ୍ୱରେ ଅସିତସାସମଲ, ଲଳିତେନ୍ଦ୍ରୁପ୍ରଧାନ, ଅମୁଲ୍ୟଜେନା,ସୁରେଶଜେନା,ଉପଦେଷ୍ଟା ଭଗବାନ ଜେନା. ନିରଞନପରିଡା ,ବିଜୟସ୍ୱାଇଁ, ସଞୟକୁମାର ବେହେରା, ରଞିବସାହୁ,ରିଙ୍କୁସାହୁ, ପ୍ରମୁଖ ଉପସ୍ଥିତ ରହିବା ସହ ଘଂଚ ଜଙ୍ଗଲ ସବୁ ସଫାକରିବା କାର୍ଯ୍ୟକୁ ଆଗେଇନେଇଥିଲେ ।ତେବେ ପଂଚଶଖା ସଦସ୍ୟଙ୍କର ଏହିଭଳି କାର୍ଯ୍ୟକୁ ସାଧାରଣରେ ବେଶ ସାବାସି ମିଳିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.