୧୫ କଲେଜକୁ ନୋଟିସ୍

0 286

ଭୁବନେଶ୍ୱର,୧୩/୮(ଏସ୍‌.ଏସ୍‌.ନିୟୁଜ) ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ୧୫ଟି କଲେଜରେ ଶୂନ ହୋଇଛି । କୌଣସି ଛାତ୍ରଛାତ୍ରୀ ପାସ୍ କରି ନଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ୧୫ କଲେଜକୁ ନୋଟିସ୍ ଜାରି କରାଯିବା ସହ ଚଳିତବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନ ହେବ ଓ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୭ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ କୁହାଯାଇଛି।

Leave A Reply

Your email address will not be published.