ଶୀତରେ ହେବ ବର୍ଷା,ସୃଷ୍ଟି ହେଲା ଲଘୁଚାପ
ଆଜି ସକାଳର ଖବର,ତାରିଖ ୨୨-୧୧-୨୦ ରବିବାର।
୧-ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା,ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ ।
୨-ଶୀତରେ ବର୍ଷା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,…