ବାଂଟିଲେ ଶିତବସ୍ତ୍ର

0 417

ମେଣ୍ଢାଶାଳ.୧୮/୧(ଏସ୍‌ଏସ୍‌ନିୟୁଜ)ପାଣ୍ଡବଜେନା ଫାଉଣ୍ଡେସନ ପକ୍ଷରୁ ମେଣ୍ଢାଶାଳ ଗ୍ରାମରେ ନିରାଶ୍ରୟ ଓ ଭିନ୍ନକ୍ଷମମାନଙ୍କୁ ଶନିବାରଦିନ ଶୀତବସ୍ତ୍ର ଯଥା କମ୍ବଳ,ଶାଲ,ଶାଢୀ ଆଦି ବଂଟାଯାଇଥିଲା । ବୃନ୍ଦାବନ ପରିଡା,ଦାମ ମାନସିଂ.ଟୁଲିଆସାମନ୍ତରାୟ, ରଘୁନାଥବିଶ୍ୱାଳ.ଅଲାରାଖାଁ,ଅମନ ଖାଁ,ବିମଳାଭୋଇ, ସେବିତ୍ ଙ୍କୁ ଫାଉଣ୍ଡେସନ ପକ୍ଷରୁ ଏହି ଶୀତବସ୍ତ୍ର ଦିଆଯାଇଛି । ଫାଉଣ୍ଡେସନର ଅଧକ୍ଷ ସନ୍ତୋଷଜେନାଙ୍କ ନେତୃତ୍ୱରେ ମେଣ୍ଢାଶାଳ ଗ୍ରାମର କିଛି ସ୍ୱେଛାସେବୀ ବିରଂଚିବିଶ୍ୱାଳ(ରବି),ବିରବର ବିଶ୍ୱାଳ ,ଜୟନ୍ତସାହୁ,ପ୍ରକାସ ସାମନ୍ତରାୟ, ମାନସପଟ୍ଟନାୟକ, ସର୍ବେଶ୍ୱର ଖଲାର ଓ ଧିରେନ୍ଦ୍ର ପରିଡାଙ୍କ ସହିତ ଅନ୍ୟମାନଙ୍କ ସହ୍‌ଯୋଗରେ ଏହି ଶୀତବସ୍ତ୍ର ବଂଟନ କରାଯାଇଥିଲା ।ଏହି କାଯ୍ୟକ୍ରମ ଜଟଣୀ ନିର୍ବାଚନମଣ୍ଡଳୀରେ ଚଳିତବର୍ଷର ୩୭ତମ ଗ୍ରାମ ହିସାବରେ କରାଯାଇଛି ବୋଲି ଫାଉଣ୍ଡେସନର ଅଧକ୍ଷ ଜେନା କହିଛନ୍ତି ।

Leave A Reply

Your email address will not be published.