୬୦ ଲକ୍ଷ ହଡ଼ପ

୪ ସାଇବର ଠକ ଗିରଫ

0 56

ଭୁବନେଶ୍ୱର,୭ା୫(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରାଯାଇଛି ।ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୪ଜଣ ସାଇବର ଠକ ଅନଲାଇନ୍ ଟ୍ରେଡିଂ ନାମରେ ୨୦ ଦିନରେ ୬୦ଲକ୍ଷ ହଡ଼ପ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.