ଢେଙ୍କାନାଳରୁ ବ୍ରାଉନସୁଗାର ଜବତ

0 154

ଢ଼େଙ୍କାନାଳ, ୨୧/୧୨(ଏସଏସନିୟୁଜ) ଢ଼େଙ୍କାନାଳରୁ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ ଏସଟିଏଫ ଟିମ୍ ହାତରେ ଧରାପଡିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.