ନନ୍ଦନକାନନରେ ଚାଲିଗଲା ସିଂହୀର ଜୀବନ

0 431

ବାରଙ୍ଗ,୨୮/୫(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ
ନନ୍ଦନକାନନ ରେ ଏକ ସିଂହୀର ମୃତ୍ୟ ଘଟିଛି ।ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ସୂଚନା ମିଳିଛି ।କାଲି ସଂଧ୍ୟାରେ ସାପ କାମୁଡ଼ିଥିବାରୁ ସିଂହୀକୁ ଚିକିତ୍ସା କରାଯାଇଥିଲା ।ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ରହୁଥିଲା ସିଂହୀ ।

Leave A Reply

Your email address will not be published.