ବିରୁଡ଼ି ଆକ୍ରମଣରେ ଜୀବନ ଗଲା

0 162

ବଣାଇ, ୧୦/୮(ଏସଏସନିଉଜ) ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ବିରୁଡି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର.ହୋଇ ଚିକିସ୍‌ିତ ହେଉଛନ୍ତି ।ଉଭୟ ମୃତକ ମହିଳା ଜଣଙ୍କ ହେଲେ ମିନିକା ବାଡା ଓ ଆହତ ବ୍ୟକ୍ତିଗୁରୁଣ୍ଡିଆ ଥାନା କିଣ୍ଡ୍ରୋ ଗାଁର । ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିବାବେଳେ ବିରୁଡିମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।ଏହିବାଟରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବିରୁଡିମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ।ଉଭୟଙ୍କୁ ଚିକିସ୍‌ାପାଇଁ ନିଆଯାଇଥିବାବେଳେ ମିନିକା ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.