ଏକାଠି ହେଲେ ନବନିର୍ବାଚିତ ସଭାପତି

0 199

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ଖୋର୍ଦ୍ଧା କେନ୍ଦ୍ରସମବାୟବ୍ୟାଙ୍କ ମେଣ୍ଢାଶାଳ ଶାଖାରେ ଶୁକ୍ୱବାରଅପରାହ୍ନରେ ସେବାସମବାୟର ନବନିର୍ବାଚିତ ସଭାପତିମାନେ ଏକାଠି ହୋଇଥିଲେ ।ସମସ୍ତଙ୍କୁ ଶାଖାତରଫରୁ ଶାଖାପରିଚାଳକ ସସ୍ମିତାନାୟକ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଏହିଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଶାସକ ଶଶିଶେଖରରଥଙ୍କ ପୈାରହିତ୍ୟରେ ଶାଖା ପରିସରରେ ଆୟୋଜିତ ସଭାରେ ସଭାରେ ବ୍ୟାଙ୍କ ସହ ସହଯୋଗ ରକ୍ଷାକରି କାର୍ଯ୍ୟକଲେ ଅଂଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଓ ସନ୍ତୋକୁମାରମଙ୍ଗରାଜ ମତବ୍ୟକ୍ତ କରିଥିଲେ ।ଏଥିରେ ଶାଖାଅଧିନରେ ଥିବା ସମସ୍ତ ସମିତି ସମ୍ପାଦକ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ସହ ଅରିଶଲ, ଅଙ୍ଗାରପଡା, ମଳିପଡା,କଂଟାବାଡ ସେବାସମବାୟ ସଭାପତିମାନେ ଉପସ୍ଥିତ ଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.