କାଉନସିଲରଙ୍କ ଘର ଆଗରେ ଗୁଳିକାଣ୍ଡ

0 50

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଖଲ୍ଲିକୋଟରେ ବ୍ଳାଙ୍କଫାୟାରିଂ ତୋଟାଗାଁଛକ ଓ ଫାସୁଳାଗାଁ ପାଖରେ ଗୁଳିଚାଳନା ହୋଇଛି।ଖଲ୍ଲିକୋଟ ୧୧ନମ୍ବରୱାର୍ଡ କାଉନସିଲରଙ୍କ ସାନଭାଇକୁ ମାଡ଼ ସହ ବ୍ଲାଙ୍କ ଫାୟାରି କରାଯାଇଛି।କାଉନସିଲରଙ୍କ ଘର ଏବଂ ଦୋକାନଆଗରେ ଫୁଟିଲା ଗୁଳି । କାରରେ ଆସିଲେ କାଉନସିଲରଙ୍କଭାଇକୁ ପିଟିଲେ ଗାଡ଼ି ଭାଙ୍ଗିଦେଇ ଫେରାରହୋଇଗଲେ ୩ରୁ ୪ ଜଣ ଯୁବକ।କାଉନସିଲର ନାରାୟଣ ବାରିକଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ୪ଜଣ ଦୁର୍ବୃତ୍ତ।ଘଟଣାପରେ ଖଲ୍ଲିକୋଟଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.