0 116 Share ମାଲକାନଗିରି,୧୯।୧(ଏସଏସ ନିଉଜ) ମୋଟୁଥାନା ପୋଟେରୁ କେନାଲ ନିକଟରେ ବାଘଛାଲ ବିକ୍ରି ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।ଗିରଫ ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନ ମିଳିଛି। 0 116 Share