ବାଘଛାଲ ବିକ୍ରି ଡିଲବେଳେ ଧରିଲା ବନବିଭାଗ

0 114

ମାଲକାନଗିରି,୧୯।୧(ଏସଏସ ନିଉଜ) ମୋଟୁଥାନା ପୋଟେରୁ କେନାଲ ନିକଟରେ ବାଘଛାଲ ବିକ୍ରି ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।ଗିରଫ ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନ ମିଳିଛି।

Leave A Reply

Your email address will not be published.