ଭୁବନେଶ୍ୱର,୧୯।୧(ଏସଏସ ନିଉଜ) ଭଡ଼ା ଘରୁୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଧଉଳିଥାନା ନୂଆଗାଁ ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।
ମୃତକ ହେଉଛନ୍ତି ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ବୋଲି ଜଣାପଡିଛି।ଚାକିରି ପାଇଁ ଭୁବନେଶ୍ୱର ଆସି ଘର ଭଡ଼ା କରି ରହୁଥିଲେ।

Prev Post
Next Post