କାରକୁ ଧକ୍କାଦେଇ ଗଛରେ ପିଟିଲା ହାଇୱା

ବାରଙ୍ଗ, ୨୨।୪ (ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ନାଣ୍ଡିଆକଂଟା ନିକଟରେ ଶନିବାରରାତିରେ ଭାରସାମ୍ୟ ଏକ କାରକୁ ଧକ୍କାଦେଇଛି ହାଇୱା । ଓଡି ୦୨ଜେଡ୍ ୧୧୭୪ ନମ୍ବର ହାଇୱାଟି ତ୍ରିଶୂଳିଆରୁ ବାଙ୍କୀ ଅଭିମୁଖେ ଦୃତଗତିରେ ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇବା ଏହି ରାସ୍ତାରେ ଆସୁଥିବା ଓଡି ୦୫ଏଫ ୮୭୮୭ ନଂକାରକୁ ଧକ୍କାଦେଇଥିଲା ।କାରକୁ ଧକ୍କାଦେଇସାରିବାପରେ ରାସ୍ତାପାଶ୍ୱର୍ରେ ଥିବା ଏକ ଆମ୍ବଗଛରେ ପିଟିହୋଇ ଯାଇଥିଲା ।ଦୁର୍ଘଟଣାପରେ ହାଇୱାଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ କାରଚାଳକ ଗୁରୁତର ଆହତ ହୋଇଥିଲା ।ଖବରପାଇ ବାରଙ୍ଗଥାନାପୋଲିସ ଘଟଣା ସ୍ଥଳରୁ ହାଇୱା ଓ କାରକୁ ଜବତ କରିବା ସହିତ କାର ଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ।

- Advertisement -

Leave A Reply

Your email address will not be published.