ଭଦ୍ରକ,୬।୭(ଏସଏସନିଉଜ)ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ ହୋଇଛି।ଯାହାଫଳରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଖଣ୍ଡତଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମିତି ଅଘଟଣର ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ, ମଧ୍ୟାହ୍ନଭୋଜନ ସମୟରେ କିଛି ପିଲା ଖାଇବାପରେ ଖାଦ୍ୟରେ ଝିଟିପିଟି ବାହାରିଥିଲା ବୋଲି ଅଭିଭାବକ କହିଛନ୍ତି।
Prev Post
Next Post