ଭୁବନେଶ୍ୱର,୧୨।୯( ଏସଏସନିଉଜ)ପୂଜାପୂର୍ବରୁ ମୋଷ୍ଟୱାଣ୍ଟେଡଙ୍କୁ ଖୋଜୁଛି ପୁଲିସ୍ ।ୱାରେଣ୍ଟିଙ୍କୁ ଧରିବାପାଇଁ ତିଆରି ହୋଇଛି ତାଲିକା ।ଜେଲରେ କଟିବ ଦାଗୀଙ୍କ ଦଶହରା ।ଅସାମାଜିକଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି।

Prev Post
Next Post