ଭୁବନେଶ୍ୱର,୬।୫(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।Ecmwf ମଡେଲ୍ ଅନୁଯାୟୀ ୧୦ରେ ସୃଷ୍ଟିହେବ ଲଘୁଚାପ।ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟିହେବ ଲଘୁଚାପକ୍ଷେତ୍ର।ବିଭିନ୍ନ ମଡେଲ୍ ଆକଳନ ନେଇ ମିଳିଲା ସଙ୍କେତ।ହେଲେ କେତେ ତୀବ୍ରହେବ ଓ କେଉଁଆଡ଼କୁ ଗତି କରିବ ଅସ୍ପଷ୍ଟ।ବର୍ତ୍ତମାନ କେନ୍ଦ୍ରୀୟଭାରତରେ ଏକ ଟ୍ରପ୍ଲାଇନ୍ ରହିଛି।ପ୍ରଭାବରେ ରାଜ୍ୟରେ କାଳବୈଶାଖୀବର୍ଷା ଲାଗି ରହିଛି।
