ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡି ମେଣ୍ଟ !

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଓଡ଼ିଶା ବନ୍ଦ ଡାକରା ନେଇ ପିସିସି ସଭାପତି ଭକ୍ତଦାସ ବଡ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,ସେପ୍ଟେମ୍ବର ୯ରେ ଇଣ୍ଡିଆ ମେଣ୍ଟ ଘୋଷଣାକରିବ ଓଡ଼ିଶାରେ କିଭଳି ଓ କେଉଁଦିନ ହେବ ବନ୍ଦ ଡାକରା ଦିଆଯିବ।ଏନେଇ କଂଗ୍ରେସଭବନରେ ସରିଲା ଇଣ୍ଡିଆ ମେଣ୍ଟର ବୈଠକ।
ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିବାପାଇଁ ନିଷ୍ପତି ନେଲା ଇଣ୍ଡିଆ ମେଣ୍ଟ।
୨୩ରେ ସବୁଜିଲ୍ଲାରେ ହେବ ଇଣ୍ଡିଆବ୍ଲକର ବୈଠକହେବ ଓ ୨୪ରୁ ଖଣିଜ ଉତ୍ତୋଳନ ଜିଲ୍ଲା ଗୁଡ଼ିକରେ ଜନଜାଗରଣ ଆନ୍ଦୋଳନ ହେବ।୨୫ରେ ପ୍ରତିରୋଧ ଦିବସ ପାଳିବ ଇଣ୍ଡିଆବ୍ଲକ ବୋଲି ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.