ଆଜିର ଅନୁଚିନ୍ତା

ତାରିଖ - ୨୨:୧୨:୨୦୨୦ (ମଙ୍ଗଳବାର )

0 297

➡️ଦୁନିଆରେ ସବୁଠାରୁ କଠିନ କାମ ହେଲା ନିଜେ ନିଜକୁ ଖୁସି ରଖିବା —- ସେଥିପାଇଁ ଖୁସିର ମଉକା ମିଳିଲେ ତାକୁ ଅଣଦେଖା କରନ୍ତୁ ନାହିଁ ।
➡️ଜୀବନ ବି କୁହୁଡି ପରି ହୋଇଥାଏ — ଯେତିକି ଚାଲିବ ରାସ୍ତା ସେତିକି ଦିଶିବାକୁ ଲାଗିବ —-
➡️କଲମ ଯେତେ ଦାମୀ ହେଉ ନା କାହିଁକି କାଳି ନଥିଲେ ସେ ମୂଲ୍ୟ ହୀନ, ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି, ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟ ହୀନ ।
➡️ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ।
➡️ସୂର୍ଯ୍ୟ ୟ ଏକା ହିଁ ସବୁବେଳେ ଚମକୁଥାଏ, ନିଜକୁ ସୂର‌୍ୟ୍ୟ ଭଳି ବନେଇବାକୁ ଶିଖିବା ପାଇଁ ନିଜ ଉପରେ ଭରସା ରଖିବା ନିହାତି ଜରୁରୀ ।
➡️ Risk ନ ନେଇ ଜୀବନରେ ଉନ୍ନତି ହେବା ସମ୍ଭବ ନୁହେଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ।

Leave A Reply

Your email address will not be published.