ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ

ନିଆଳି,୨୭।୨(ଏସଏସ ନିଉଜ) ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ କଲେ ୨ ମହିଳା ଗୋଷ୍ଠୀ। ଜିଲ୍ଲାପାଳଙ୍କ ଜନଶୁଣାଣିବେଳେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ କଳିକଜିଆ ହୋଇଥିଲା। ସଭାନେତ୍ରୀ ହିସାବ ହେରଫେର କରିଥିବାର ଗୋଟିଏ ଗୋଷ୍ଠଅଭିଯୋଗ କରିଥିବାବେଳେ ତାକୁ ପ୍ରତିବାଦ କରିଥିଲେ ଅପର ଗୋଷ୍ଠୀ। ଉଭୟଗୋଷ୍ଠୀକୁ ବୁଝାସୁଝା କରିବାକୁ ଝାଳନାଳ ହୋଇଥିଲେ ଅଧିକାରୀ।

Comments (0)
Add Comment