ମିଳିଲା ନାଉରିଆଙ୍କ ମୃତଦେହ

ଆଳି,୨୮।୪(ଏସଏସନିଉଜ)ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଥିବା ନାଉରିଆଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ଥାନୀୟ ଲୋକଙ୍କଦ୍ୱାରା ନାଉରିଆ ସୁଦର୍ଶନସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଛି।
କାଲି ଏକମାଣିଆରୁ କେରଡାଗଡ଼ ଯାଉଥିବା ବେଳେ ଡଙ୍ଗା ବୁଡ଼ି ଯାଇଥିଲା।

Comments (0)
Add Comment