ଭୁବନେଶ୍ୱର,୧୮/୭(ଏସ ଏସ ନିଉଜ)ବିଧାନସଭାରେ ଉଠିଛି ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗ । ଗୃହର ଶୂନ୍ୟକାଳରେ ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିଲା ଜିଏସଟି ଝଡ । ଏହା ଗରିବଙ୍କ ପେଟରେ ଲାତ, କମିଟି ହେଉ କହିଲେ ତାରା ବାହିନୀପତି, #GST ହଟାଇବା ଦାବି ସହ ଅର୍ଥମନ୍ତ୍ରୀ ମନ୍ତବ୍ୟ ରଖନ୍ତୁ କହିଲେ ଅମର ଶତପଥୀ।ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।