୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ

ବାରଙ୍ଗ, ୧୯/୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମର ମା ଦୁଲାଦେବୀ ପୀଠରେ ଚଳିତବର୍ଷ ୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଜନ୍ମାଷ୍ଟମୀରେ ଶ୍ରୀକୃଷ୍ନଙ୍କ ଜନ୍ମୋସ୍‌ବ ନିମନ୍ତେ ସ୍ୱତନ୍ତ୍ର ପୁଜା ହୋମ ହୋଇଥିଲା ।ଆଜି ସନ୍ଧ୍ୟାରେ ଶ୍ରୀକୃଷ୍ନଙ୍କ ପୁଜାହୋମ ଯଞାଦିପରେ ନନ୍ଦୋସ୍‌ବ କରାଯାଇଥିଲା ।ଏହି ନନ୍ଦୋସ୍‌ବରେ ମେଣ୍ଢାଶାଳ, ଛତାବର, କଂଟାବାଡ, ମଳିପଡା ଆଦିଗ୍ରାମପଂଚାୟତର ବିଭିର୍ଣ ଗ୍ରାମରୁ ପ୍ରାୟ୨ହଜାରେ ଶିଶୁ ଏଥିରେ ସାମିଲ ହୋଇଥିଲେ ।ଏହି ଶିଶୁମାନଙ୍କୁ ଉସ୍‌ବକମିଟି ତରଫରୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ଉସ୍‌ବରେ ଜଟଣୀ ବିଧାୟକ ସୁରେଶକୁମାରରାଉତରାୟ, ସନ୍ତୋଷଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।କମିଟିର ସଭାପତି କୈଳାସଚନ୍ଦ୍ରବେହେରାଙ୍କ ତତ୍ୱାବଧାନରେ ନନ୍ଦୋସ୍‌ବ କମିଟି ସଦସ୍ୟମାନେ ଦ୍ୱାରା ଏହାକୁ ପରିଚାଳନା କରାଯାଇଥିଲା । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment