Browsing monthly archive

December 2019

ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଭୟ , ଘରେ ତାଲା ପକାଇ ମାରିଲେ ଛୁ

ଭୁବନେଶ୍ବର:(ଏସ୍ ଏସ୍ ଏନ୍ )ସରକାରୀ ଯନ୍ତ୍ରିଙ୍କୁ ଭିଜିଲାନ୍ସ ଭୟ ! କାଳେ ଭିଜିଲାନ୍ସ ହାତରେ ଧରା ପଡିଯିବେ ତା ପୂର୍ବରୁ ଘରେ ତାଲା ପକାଇ କେଉଁଆଡେ ପଳାଇଥିବା ଜଣାପଡ଼ିଛି। ସୁଚନା ଯୋଗ୍ୟ ଯେ , ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି  ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର।ଗୁରୁବାର ଦିନ  ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ଜାଗାକୁ ଚଢ଼ଉ ନିମନ୍ତେ ଟିମ୍‌ ପଠାଯାଇଛି। ସେଥିମଧ୍ୟରେ ବାରିପଦାସ୍ଥିତ ମୁର୍ଗାବା଼ଡ଼ିରେ ଦୁର୍ଗାମାଧବଙ୍କ ରହୁଥିବା ଭଡ଼ାଘର, […]

ବ୍ରିଜ୍ ରୁ ଖସି ବୃଦ୍ଧ ମୃତ୍ୟୁ ଘଟଣା:କ୍ଷତିପୁରଣ ଦାବିରେ ରାସ୍ତାରୋକ

ଭୁବନେଶ୍ବର:୧୯/୧୨(ଏସଏସ ନିଉଜ) ବୁଧବାର ସଂନ୍ଧ୍ୟା ସମୟରେ  ଡେଲାଙ୍ଗ  ହାଟରୁ ପଟଣପୁର ଗ୍ରାମର କେଲୁଚରଣ ସାହୁ(୭୦) ସଉଦାପତ୍ର କିଣି ଘରକୁ ଫେରୁଥିବା ବେଳେ  ରାସ୍ତାର ପଟଣପୁର ଲୁଣାନଦୀ ସେତୁ  ବ୍ରିଜର ବାଡ ନଥିବାରୁ ତଳକୁ ଖସିପଡି ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗ୍ରାମରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ହୋଇଥିବା ସେତୁର ବାଡ ନିର୍ମାଣ କରିବା ପାଇଁ ଗ୍ରମବାସୀ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ବହୁବାର  ଅଭିଯୋଗ ହେଇଆସୁଥିଲା ।ଦୁଇମାସ ତଳେ  ଜିଲ୍ଲାପାଳଙ୍କ […]

ଦିଲ୍ଲୀରେ ହେବ ରାଲି

ଭୁବନେଶ୍ୱର,୧୮/୧୨-(ଏସ୍ଏସ୍ ନିଉଜ) ଭାରତୀୟ ରେଳରେ ଘରୋଇକରଣକୁ ବିରୋଧକରି ରେଳଚାଳକସଂଘର ବୁଧବାରଦିନ ବିକ୍ଷୋଭ ପଦର୍ଶନ କରିଥିଲେ । ଭାରତୀୟ ରେଳ ଲାଭଜନକ ସ୍ଥିତିରେ ଥିବାବେଲେ ଭାରତସରକାର ୧୦୦ଦିନିଆ ଯୋଜନାରେ ରେଳବାଇକୁ ଘରୋଇକରଣ ଓ ନିଗମିକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏହା ବିରୋଧରେ ସର୍ବଭାରତୀୟ ରେଳଚାଳକସଂଘ ପୁର୍ବତଟ ରେଳମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ ।ନୁତନ ପେନସନ ଯୋଜନାକୁ ଦୁରକରି ପୁରୁଣା ପେନସନ ଯୋଜନା ଲାଗୁକରିବା,ଦୈନିକ ୮ଘଂଟା କାର୍ଯ୍ୟସମୟ ନିର୍ଘଂଟ କରିବା,୧୯୮୦ନୀୟମାନୁସାରେ ମାଇଲେଜଭତା ଲାଗୁକରିବା, ସପ୍ତାହର ୪୬ଘଂଟାବିଶ୍ରାମ […]

ବ୍ରିଜରୁ ଖସି ବୃଦ୍ଧ ମୃତ

ଡେଲାଙ୍ଗ,୧୮/୧୨(ଏସଏସ ନିଉଜ)ଡେଲାଙ୍ଗହାଟବଜାର ନିକଟସ୍ଥ ଦାଣ୍ଡମୁକୁନ୍ଦପୁର-ଡେ।ଲଙ୍ଗ ହାଟ ରାସ୍ତାର ପଟଣପୁର ଲୁଣାନଦୀ ସେତୁରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତବୃଦ୍ଧ ପଟଣଗ୍ରାମର କେଲୁଚରଣ ସାହୁ(୭୦) । କେଳୁ ବଜାରକୁ ଆସି ଘରକୁ ପେରୁଥିଲେ ।ବ୍ରିଜଦେଇ ଘରକୁ ଯାଉଥିବାବେଳେ ବ୍ରିଜର ବାଡ ନଥିବାରୁ ତଳକୁ ଖସିପଡିଥିଲେ । ଏହି ବାଟରେ ଯାଉଥିବା ପଥଚାରୀ ଏହାଦେଖି ନିକଟସ୍ଥ ଦୋକାନରେ କହିଥିଲେ ।ପରେ ସ୍ଥାନୀୟଲୋକମାନେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଡାକ୍ତରଖାନାରେ ଚିକିସ୍।ପ।ଇଁ ଭର୍ତିକରିଥବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ […]

ତହସିଲରେ ହେଲାବିଦାୟ ସଭା

ଡେଲାଙ୍ଗ,୧୮/୧୨(ଏସଏସ ନିଉଜ)ଡେଲାଙ୍ଗ ତହସିଲ କାର୍ଯ୍ୟ।ଳୟରେ ବୁଧବାର ଦିନ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୁତିଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନ।  ଦିଆଯାଇଛି । ତହସିଲଦାର ରାଜେନ୍ଦ୍ର କୁମାର ଆଚ।ରିଆ ଙ୍କ ଅଧକ୍ଷତ। ରେ ହୋଇଥିଲା ସମ୍ବର୍ଦ୍ଧନ।ସଭା । ଏଥିରେ ସମସ୍ତ କର୍ମଚାରୀମାନେ ଉପସ୍ତିତ ରହି ଭୁତିଆଙ୍କ କାର୍ଯ୍ୟଦକ୍ଷତା ର ଭୂୟସୀ ପ୍ରାଶସା  କରିଥିଲେ ।ମିଷ୍ଟଭାଷୀ ତଥା ମେଳାପୀ ଅଫିସର ଭାବେ ପରିଚିତ ଭୁତିଆଙ୍କୁ ଊପଢୌକନ ଓ  ମାନପତ୍ର ପ୍ରଦାନ କରିଥିଲେ । ସମରେନ୍ଦ୍ର ଭୁତିଆଙ୍କ ପରେ କଟକରୁ ରଞନ ନାୟକ ଅତିରିକ୍ତ […]

ପ୍ରୋଟିନ ରାଜାର କରାମତି

ଭୁବନେଶ୍ୱର,୧୭/୧୨(ଏସ୍ଏସ୍ ନିଉଜ) କାବୁଲି ବୁଟ ଏକ ପ୍ରୋଟିନଯୁକ୍ତ ଖାଦ୍ୟ ।ଏହାକୁ ପ୍ରୋଟିନର ରାଜା ବୋଲି କୁହାଯାଏ ।ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର? କାବୁଲିବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ ରହିଥାଏ । ଏଥିରେ ପ୍ରଚୁର ପରିମାଣର ଆଇରନ ଥିବାରୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ ।କାବୁଲିବୁଟରେ ଫାଇବର ଅଛି ।ଏହା ଭୋକଙ୍କୁ ନିୟନ୍ତ୍ରିତ କରିଥାଏ ଓ ଶରୀରର ଓଜନ ହ୍ରାସ କରିବାରେ […]

ବାହାରିଲା କ୍ରିଡାଜ୍ୟୋତି ମଶାଲ୍

ଚନ୍ଦକା,୧୭/୧୨(ଏସ୍ଏସ୍ ନିଉଜ)ବାହାରିଲା ମଶାଲ ଶୋଭାଯତ୍ରା । ଶ୍ରୀଶ୍ରୀ ଭଗବତ ବାସୁଦେବମନ୍ଦିରରୁ ମଶାଲଧରି ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କଲେ ।ଏହି ଘଟଣା କିଛିି ସମୟ ନିମନ୍ତେ ସମସ୍ରଙ୍କର ଦ୍ୱନ୍ଦର କାରଣ ପାଲଟିଥିଲା । ଏହିଭଳି ଏକ ପରିବେଶ ମେଣ୍ଢାଶାଳ ଗ୍ରାମରେ ସୃଷ୍ଟିହୋଇଥିଲା । ପରେ ଏହା କ୍ରିଡାଜ୍ୟୋତିମଶାଲ ବୋଲି ଜଣାପଡିଥିଲା । ମେଣ୍ଢାଶାଳସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକକ୍ରିଡା ପ୍ରତିଯୋଗୀତା ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନା,ସରପଂଚ ମମତାବେହେରା, ଶିକ୍ଷାବିତ୍ ସୁରେନ୍ଦ୍ରନାଥ ସାମନ୍ତରାୟ ପ୍ରମୁଖ ଉଦଘାଟନୀ ଉସବରେ […]

ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ

ଭୁବନେଶ୍ୱର,୧୭/୧୨-(ଏସ୍ଏସ୍ ନିଉଜ) ମୋସରକାର ରେ ସାମିଲ ହୋଇଛି ମହିଳା , ଶିଶୁବିକାଶ ଓ ମିଶନଶକ୍ତି ବିଭାଗ । ଏହି ବିଭାଗଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସହିତ ସିଧା ସଳଖ କଥାହେବେ ସରକାର । ମଙ୍ଗଳବାର ଦିନ ଲୋକସଭା ଭବନରୁ ଭିଡିଓ କନଫରେନ୍ ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଲେ ଯେ, ମହିଳା ଶିଶୁବିକାଶ ଓ ମିଶନଶକ୍ତି ବିଭାଗ ଅଧିନରେ ମା ଓ […]

ବେଆଇନ ମୋରମ ଚୋରା ଚାଲଣ , ୪ଗିରଫ ,ଗାଡି ଜବତ

ଭୁବନେଶ୍ବର -୧୬/୧୨-(ଏସ୍ ଏସ୍ ଏନ୍ )ବେଆଇନ ଭାବରେ ମୋରମ ଚୋରା ଚାଲଣ କରିବା ଅଭିଯୋଗରେ ୪ଜଣକୁ ଗିରଫ କରିଛି ଚନ୍ଦକା ପୋଲିସ । ସେମାନଙ୍କ ଠାରୁ ୨ଟି ହାଇଓ୍ବା ଗାଡି ସହ ୨ଟି ଜେସିବି କୁ ଜବତ ମଧ୍ୟ  କରିଛି ।ପ୍ରକାଶ ଯେ ,  ଚନ୍ଦକା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଭାବେ ମୋରମ ଚୋରା ଚାଲଣ । ଏଭଳି ଅଭିଯୋଗ ବାରମ୍ବାର ହେବାପରେ ତତ୍ପର ଦେଖାଇଛି ଚନ୍ଦକା ପୋଲିସ । ଯାହାଫଳରେ ସୋମବାର […]

୩୬ ବର୍ଷ ପରେ ଏକାଠି ହେଲେ

ଭୁବନେଶ୍ବର:୧୬/୧୨-(ଏସ୍ ଏସ୍ ଏନ୍) ଦୀର୍ଘ ୩୬ ବର୍ଷ ପରେ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୧୯୮୩ ବର୍ଷର ଛାତ୍ର ଛାତ୍ରିମାନଙ୍କ  ରବିବାର ଦିନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।  ପାରମ୍ଭରେ ପ୍ରର୍ଥମେ ବନ୍ଧୁ ପ୍ରତାପ ଚନ୍ଦ୍ର ରାଉତରାୟଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଦୀର୍ଘ ୩୬ ବର୍ଷ ପରେ ସ୍କୁଲ ବେଳର ସାଙ୍ଗସାଥିଙ୍କୁ ପାଖରେ ପାଇ  ନିଜ ନିଜ ଭିତରେ ସୁଖ ଦୁଃଖ ବାଣ୍ଟିଥିଲେ  ।ଏହି ବନ୍ଧୁ ମିଳନରେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ […]