Browsing monthly archive

December 2019

ପୁଣି ଫଟୋ ହେଲା ଭାଇରାଲ

ଭୁବନେଶ୍ୱର.୨୧/୧୨(ଏସ୍ଏସ୍ ନିଉଜ)ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବାବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି ।ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ଭାର ପ୍ରଶ୍ନ ଉଠୁଥିବାବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଭାଇରାଲ ହୋଇଥିବା ଫଟୋରେ ଯୁବକ ଜଣକ ଶ୍ରୀମନ୍ଦିରର ଚାହାଣିମଣ୍ଡପ ଉପରେ ଛିଡାହୋଇ କଥାହେଉଛନ୍ତି । ତେବେ ଫଟୋରେ କଥାହେଉଥିବା […]

ପଂଚାୟତପ୍ରିମିୟମ୍ ଲିଗ୍ ଉଦଯାପିତ

ଡେଲାଙ୍ଗ ,୨୨/୧୨(ଏସ୍ଏସ୍ ନିଉଜ) କଲ୍ୟାଣପୁର ହାଇସ୍କୁଲ ଖେଳପଡିଆରେ ଚାଲିଥିବା ପଂଚାୟତକ୍ରିକେଟ ପ୍ରିମିୟମ୍ ଲିଗ୍-୨୦୧୯ ଶନିବାରଦିନ ଉଦଯାପିତ ହୋଇଯାଇଛି । ଫାଇନାଲମ୍ୟାଚରେ ଡବଲଲାଇନ୍ସ ସହ ଫ୍ଲାଇଙ୍ଗ ଡଲଫିନ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଫାଇନାଲ ଟୁର୍ଣାମେଂଟରେ ପ୍ରଥମେ ଫ୍ଲାଇଙ୍ଗ ଡଲଫିନ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ।ନିର୍ଦ୍ଧାରିତ ୧୧ଓଭର୩ଟିବଲରେ ୧୦ ଉଇକେଟ ହରାଇ ୫୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଡବଲଲାଇନ୍ସ ଦଳ୧୧ଓଭର୪ଟିବଲରେ ୯ ଉଇକେଟ ହରାଇ ୫୪ରନ୍ ସଂଗ୍ରହ […]

ଶିଶୁମନ୍ଦିରର ବାର୍ଷିକଉତ୍ସବ

ଡ଼େଲାଙ୍ଗ,୨୧/୧୨ (ଏସଏସନିଊଜ)ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ପଟ୍ଟନାକିଆ-ଡେଲାଙ୍ଗପିଡିକେ ରାସ୍ତା ସଂଲଗ୍ନ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଶନିବାରଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତହୋଇଯାଇଛି. ।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ବସନ୍ତ କୁମାର ଦାଶଙ୍କସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୁରୀ ଗୁରୁକୁଳ ଆଶ୍ରମର ସ୍ଵାମୀ ସମର୍ପଣାନନ୍ଦ ଗିରି, ପୁରୀ ଶିକ୍ଷାବିକାଶ ସମିତି ବିଭାଗ ଅକ୍ଷୟ କୁମାର ଜେନା, ସମ୍ପାଦକ ସୁଶାନ୍ତ କୁମାର ବିଶ୍ଵାଳ, ପ୍ରଧାନଆଚାର୍ଯ୍ୟ ନବ କିଶୋର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।ଏହି ଅବସରରେ ଆଚାର‌୍ୟ୍ୟ […]

ବସ ଓ ୱିଙ୍ଗର ମୁହାଁମୁହିଁ ଧକ୍କା:୬ଗୁରୁତର

ଭୁବନେଶ୍ବର:୨୧/୧୨ (ଏସଏସଏନ)  ବସ ଓ ୱିଙ୍ଗର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରକାଶ ଯେ , କୋଣାର୍କ ପୁରୀ ମେରାଇନ ଡ୍ରାଇଭ ରୋଡ଼ରେ  କୋର୍ଣାକ ପଟୁ ଆସୁଥିବା ପର୍ଯ୍ୟଟକ ବସ ଓ ସମ୍ନାପଟୁ  ୱିଙ୍ଗର ଗାଡି କିଛି ପର୍ଯ୍ୟଟକଙ୍କୁ ନେଇଆସୁଥିବା ବେଳେ ରାମଚଣ୍ଡୀ ନିକଟ ସାହୁ […]

ଗୀତରେ ଚାଲିଲା ଗଣିତମେଳା

ଚନ୍ଦକା,୨୦/୧୨-(ଏସ୍ଏସ୍ ନିଉଜ)ପିଲାମାନେ ଶୁଣିଲେ ଗୀତ କହିଲେ ଉତର ।ଏହିଭଳି ଏକ ଅଭିନବ ଢଙ୍ଗରେ ପିଲାମାନଙ୍କୁ ପଚରାଯାଇଥିଲା ଗଣିତବିଷୟରେ ବିଭିର୍ଣ ପ୍ରଶ୍ନ । ନିଆରା ଭାବେ ଆୟୋଜିତ ହୋଇଥିଲା ଗଣିତମେଳା । ଖୋର୍ଦ୍ଧାଜିଲ୍ଲାରେ ଏହା ପ୍ରଥମକରି ଅନ୍ଧାରୁଆ ଗ୍ରାମପଚାଂତର ଗୋଡିବାରିପ୍ରକଳ୍ପ ପ୍ରାଥମିକବିଦ୍ୟାଳୟରେ ଶୁକ୍ରବାରଦିନ ହୋଇଥିଲା ପଂଚାୟତସ୍ତରୀୟ ଗଣିତମେଳା ।ଏହାକୁ ଆନୁଷ୍ଠାନିକଭାବେ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁକୁମାରରାଉତ ପ୍ରଦୀପପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।ଗଣିତମେଳା ଆରମ୍ଭରୁ ପାରମ୍ପାରିକଭାବେ ଆଦିବାସୀମାନେ ସେମାନଙ୍କ ନୃତ୍ୟମାଧ୍ୟମରେ ଜିଲ୍ଲାପ।ଳଙ୍କୁ ସ୍ୱାଗତ କରିବାସହ ପାଛୋଟି ନେଇଥିଲେ । ଅନ୍ୟମାନଙ୍କ […]

ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗିରଫଦାବୀରେଏସଡିପିଓଙ୍କୁ ଦାବୀପତ୍ର

ଡେଲାଙ୍ଗ,୨୦/୧୨-(ଏସ୍ଏସ୍ ନିକଜ) ପୁରୀଜିଲ୍ଲାର ସତ୍ୟବାଦୀଥାନା ଅର୍ନ୍ତଗତ ଯୁଇଲୁଣ୍ଡା ଗ୍ରାମରଜଣେ ଯୁବତୀକୁ ସେହିଗ୍ରାମର ବିବାହିତ ଯୁବକ ଦିନଦ୍ୱିହିପହରରେ ଅମାନୁଷିକଭାବେ ଗୋଡହାତ ବାନ୍ଧି ବଳକ୍ତାର କରିଛି ।ଏ ସର୍ମ୍ପକରେ ସତ୍ୟବାଦୀଥାନାରେ ଏକ ଅଭିଯୋଗ ହୋଇଥିଲା ।ଅଭିଯୋଗ ପରେ ସତ୍ୟବାଦୀପୋଲିସ ଏକ ମକଦ୍ଦମା ରୁଜୁକରି ହାତବାନ୍ଧି ବସିଛି ।ଅଭିଯୁକ୍ତ ଘଟଣା ଘଟାଇ ଚମ୍ପଟ ମାରିଛି । ଏହାକୁ ନେଇ ଡେଲାଙ୍ଗମିଶନଶକ୍ତି ମହିଳାମହାସଂଘର ସମ୍ପାଦିକା ବାସନ୍ତିସାହୁଙ୍କ ନେତୃତ୍ୱରେ ଭାରତୀ ଚମ୍ପତି,ବନିତାଦାସ, ଶୁଭଲକ୍ଷ୍ମୀସ୍ୱାଇଁ ,କବିତାପରିଡା ଓ ସବିତାପରିଡାଙ୍କୁ ନେଇ ଗଠିତ ଏକ ଟିମ ପିପିଲି […]

ସୁରକ୍ଷା ଯାଞ୍ଚ କଲେ ଡି.ଜି.ପି

ଭୁବନେଶ୍ବର:୨୦/୧୨(ଏସଏସଏନ) ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା  ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ.। ଏଥିପାଇଁ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି।ଯାହାକୁ ଶୁକ୍ରବାର ଡିଜି ଅଭୟ  ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ  ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି।ଏନେଇ ଡିଜି ଅଭୟ କହିଛନ୍ତି ଷ୍ଟାଡିୟମର ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।  

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଧାର୍ଯ୍ୟ ହେଲା ୨୦ଟି ଟାର୍ଗେଟ

ଭୁବନେଶ୍ୱର:୧୯/୧୨(ଏସଏସଏନ)କୃଷି ବିଭାଗ 5T ଅଧୀନକୁ ଆସିବା ପରେ  କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଧାର୍ଯ୍ୟ ହେଲା ୨୦ଟି ଟାର୍ଗେଟ । ଏପ୍ରିଲ ୨୦୨୦ ସୁଦ୍ଧା ପ୍ରସ୍ତୁତ ହେବ ସମସ୍ତ  ଚାଷୀଙ୍କ ଡାଟା ବେସ୍ ।  ଡାଟା ବେସ୍‌ରେ ଭାଗ ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ସ୍ଥାନିତ ହେବେ ବୋଲି କହିଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

ମାଟିରେ ମିଶିଲା ବିଜୁ ସ୍ମୁତି

ଭୁବନେଶ୍ବର:୧୯/୧୨(ଏସଏସଏନ) ବୁଧବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପୁରୀ ସ୍ୱର୍ଗଦ୍ୱାର ପରିସରରେ ଥିବା ବିଜୁ ସ୍ମୃତି ପୀଠର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି । ଏହା ସହିତ ଶ୍ରୀମନ୍ଦିର ପରିସରର ୭୫ ମିଟର ସୁରକ୍ଷା ଜୋନର ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି। ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ଭଙ୍ଗା ଯାଉଛି। ୨ ପ୍ଲାଟୁନ ପୁଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।ପ୍ରକାଶ ଯେ, ପୂର୍ବରୁ […]

ରାତି ଅନିଦ୍ରା ରହିବେ ସାଆନ୍ତେ

ଭୁବନେଶ୍ୱର;୧୯/୧୨ (ଏସ୍ଏସ୍ଏନ୍) ରାତି ଅନିଦ୍ରା ରହିବେ କାଳିଆ ସାଆନ୍ତେ । ଆଉ ତାଙ୍କ ଭକ୍ତଙ୍କୁ ସାରାରାତି ଦର୍ଶନ ଦେବେ । ଏହି ଖବର ପ୍ରସାର ପଚାର ହେବା ପରେ ଭକ୍ତଙ୍କ ମନରେ ଆଧ୍ୟତ୍ମିତ ଭାବନା ଜାଗ୍ରତ ହୋଇ ଉତ୍କକୃଣ୍ଠା ସହ ଅନେଇ ବସିଛନ୍ତି ସେଇଦିନକୁ । କାଳିଆ ସାଆନ୍ତକୁ ଦର୍ଶନ କରିବେ ଆଉ କୃପାଭିକ୍ଷା ଲାଭ କରିବେ ।  ଆସନ୍ତା ୨୫ ତାରିଖରେ ରାତିସାରା ଜଗାକୁ ଦର୍ଶନ କରିବେ ଭକ୍ତ ।   ଏହାପୂର୍ବରୁ ରାତିସାରା ମହାପ୍ରଭୁଙ୍କୁ ହୁଏତ […]