Browsing monthly archive

March 2020

ହାଇଓ୍ବା କାର୍ ମୁହାଁମୁହିଁ ଧକ୍କା

ବାରଙ୍ଗ:୮/୩(ଏସଏସଏନ୍)ରବିବାର ଅପରାହ୍ନ ୪ଟା ସମୟରେ ବାରଙ୍ଗ ବ୍ଲକ ନିକଟରେ ବାଲି ବୋଝେଇ ହାଇଓ୍ବା ଗାଡି ସହ କାର୍ ର ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ କାର୍ ରେ ବସିଥିବା ଲୋକମାନେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ହାଇଓ୍ବା ଗାଡିକୁ ଜବତ କରିଥିବା ବେଳେ ଗୁରୁତର ମାନଙ୍କୁ ହସ୍ପିଟାଲକୁ ପଠାଇଥିବା ସୁଚନା ମିଳିଛି ।

ବିଶ୍ୱ ମହିଳା ଦିବସ ସପ୍ତାହ ପାଳନ

ଡେଲାଙ୍ଗ,୭/୩ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକରେ ଆଜି ଆନ୍ତର୍ଯାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ହାଟବଜାର ସ୍ଥିତ ବିଜୁ ବାବୁଙ୍କ ପତିମୁର୍ତିରେ ପୁଷ୍ପ ମଲ୍ୟାର୍ପଣ ଓ ପ୍ରଦୀପ ପଜ୍ଜଳନ କରାଯାଇ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମହିଳା ଗୋଷ୍ଠିର ସଦସ୍ୟା ମାନେ ସଫେଇ କରିଥିଲେ । କରୋନା ଭାଇରସ ଦିଗରେ ସଚେତନତା କରିବା ସହିତ ଭୟଭିତ ନହେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ନାରୀମାନଙ୍କର ଅଧିକାର,କନ୍ୟା ପରା ରତନ କରତାକୁ ଯତନ,ମା ହେଲେ […]

ଡିଜେ ଗାଡି ଧକ୍କାରେ ଯୁବକ ମୃତ୍ୟୁ,ଗ୍ରାମବାସୀ କଲେ ରାସ୍ତାରୋକ

ଚନ୍ଦକା:୭/୩(ଏସଏସଏନ୍)  ଗତକାଲି ରାତିରେ ଚନ୍ଦକା ଥାନା ଅନ୍ତର୍ଗତ ଦଳୁଆ ନିକଟରେ ଡିଜେ ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଉକ୍ତ ଥାନା ଗୋଡିବାରୀ ଗ୍ରାମର ରମେଶ ଚିପୁ(୨୭) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ରମେଶ  ବାଇକ ନେଇ ଘରକୁ ଫେରୁଥିବା ବେଳେ ଦଳୁଆ ଛକ ନିକଟରେ ଗୋଟିଏ ଡିଜେ ଗାଡି ଧକ୍କା ଦେଇଥିଲା । ଫଳରେ ଗାଡିରୁ ଚିଟିକି ପଡିଥିଲା ରମେଶ । ରକ୍ତ ଜୁଡୁବୁଡୁ ଅବସ୍ଥାରେ […]

ମରିବି ଅମର ରହିଲେ ରାଜଲକ୍ଷ୍ମୀ

ଡେଲାଙ୍ଗ ,୫/୩(ଏସଏସନିୟୁଜ) ଡେଲାଙ୍ଗ ବ୍ଳକର ପଟନପୁର ଗ୍ରାମର ରାଜଲକ୍ଷ୍ମୀ ଦାଶ ( ୪୭) ବର୍ଷ ଏକ ସଡକ ଦୁର୍ଘଟଣାରେ ଗୁରୁତରଆହତ ହୋଇଥିଲେ । ତାଙ୍କୁ ଭୁବନେଶ୍ୱର ବେସରକାରୀ ହାଇଟେକ ମେଡିକାଲରେ ଚିକିତ୍ସା ହେଉଥିଲେ । ମାତ୍ର ତାଙ୍କଅବସ୍ଥା ସେଠାରେ ଚିକିତ୍ସା ହେବା ସମୟରେ ଅଧିକ ବିଗିଡି ଯାଇଥିଲା । ଏପରିକି ବୁଧବାର ସକାଳୁ ତାଙ୍କ ବ୍ରେନଡେଡ ସ୍ଥିତିକୁପଳାଇ ଯାଇଥିଲା । ଏହା ଜାଣିବା ପରେ ରାଜଲକ୍ଷ୍ମୀଙ୍କ ପରିବାର ଲୋକମାନେ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମେଡିକାଲ […]

କୃଷିରୁଣଯୋଗାଇଦେବାକୁଦାବି

ଡେଲାଙ୍ଗ ,୫/୩(ଏସଏସନିୟୁଜ)ଡେଲାଙ୍ଗ- ପଟ୍ଟନାୟକିଆ ରାସ୍ତାର ଗୁଆଚୌକା ଛକରେ ଥିବା ଷ୍ଟେଟବ୍ୟାଙ୍କ ଆଗରେ ଅଖିଳ ଭାରତ କୃଷକ ମହାସଭା ଓ ବିଭିନ୍ନ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତହୋଇଯାଇଛି। ବିଶେଷ କରି କୃଷିଋଣ ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଗରିବ, ବ୍ୟବସାୟୀ, ଓ କୃଷକ ମାନଙ୍କୁ ତୁରନ୍ତ ଋଣ ଯୋଗାଇ ଦେବାକୁ ଦାବି କରାଯାଇଛି । ବ୍ୟାଙ୍କ କତୃପକ୍ଷ ଯେଉଁ ପରିମାଣର ଏଠାରେ ଋଣ ଦେବା କଥା ସେହିପରି ଋଣ ପ୍ରଦାନ କରାଯାଉ ନାହିଁ । ବ୍ୟାଙ୍କ […]

ବିଜୁବାବୁଙ୍କ ଜୟନ୍ତୀ ଓ ପଂଚାୟତରାଜ ଦିବସ ସମାରୋହ

ଡେଲାଙ୍ଗ୫/୩(ଏସଏସନିୟୁଜ) ଡେଲାଙ୍ଗ ବ୍ଲକରେ ଗୁରୁବାରଦିନ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଛି । ଓଡିଶାର ବରପୁତ୍ର ,ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଦିବଂଗତ ବିଜୁ ପଟ୍ଟନୟକଙ୍କ ୧୦୨ ତମ ଜନ୍ମ ଜୟନ୍ତି ଅବସରରେ ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତି ପଳନ ହୋଇଯାଇଛି ।ଡେଲାଙ୍ଗ ହାଟ ବଜାର ଛଳରେ ଅବସ୍ଥାପିତ ବିଜୁ ବାବୁଙ୍କ ପ୍ରତିମୁର୍ତିରେ ବିଜେଡି କର୍ମିମାନେ ପୁଷ୍ପମାଲ୍ୟାର୍ପଣ କରିବା ସହ ପ୍ରଦୀପ ଜାଳି […]

ପଟିଆ ବନ୍ଧରେ ଜଳିବ ସୋଲାର ଲାଇଟ

ବାରଙ୍ଗ,୫/୩(ଏସଏସନିୟୁଜ)ଐତିହାସିକ ପଟିଆବନ୍ଧରେ ଲାଗିବ ସୋଲାର ଲାଇଟ ।ଯଦିଓ ରାଜଧାନୀ ଉପକଣ୍ଠ ରେ ଥିବା ପାଂଚପଂଚାୟତ ମହାନଗରନିଗମକୁ ଯାଇନାହିଁ ତଥାପି ପଚଂୟତବାସୀ ପାଇବେ ମହାନଗର ଭଳି ମୈାଳିକ ସୁବିଧା ।ନନ୍ଦନବିହାରଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ନନ୍ଦନକାନନ ମୁଖ୍ୟ ରାସ୍ତା ଆଲୋକିକରଣ କରାଯାଇଥିବା ବେଳେ ଗୁରୁବାରଦିନ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାସ୍ତା ଆଲୋକିକରଣର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ଉତର ବିଧାୟକ ଶୁସାନ୍ତକୁମାର ରାଉତ ।ଗୁରୁବାରଦିନ ମରଚିଆଠାରେ ଏକ ସୋଲାରଲାଇଟ ଲଗାଯାଇ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି । ୫୦ଲକ୍ଷଟଙ୍କା […]

ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପାଇଁ ପ୍ରସ୍ତୁତି ବୈଠକ ଯୋଗଦେବେ ୪୦୦ ସକିର୍ତନ ମଣ୍ଡଳୀ

ଡେଲାଙ୍ଗ,୫/୩ (ଏସଏସନିୟୁଜ)ଆସନ୍ତା ୧୪ତାରିଖରେ ଓଡିଶାପ୍ରସିଦ୍ଧ ହରିରାଜପୁର ପଂଚୁଦୋଳମେଳଣ ହେବ । ଏଥିପାଇଁ ଚଳଚଂଚଳ ହୋଇଉଠିଛି ସେହି ଅଂଚଳ ।ଏହାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଆଗେଇ ଆସିଛନ୍ତି ପ୍ରଶାସନ ,ନେତୃସ୍ଥାନୀୟ ଲୋକମାନଙ୍କ ସହ ବିଭିର୍ଣ ସଙ୍ଗଠନ । ଏଥିପାଇଁ ଗୁରୁବାରଦିନ ଡେଲାଙ୍ଗ ବ୍ଲକ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜ ପଂଚାୟତରେ ରହିଛି ହରିରାଜପୁର ସୋମନାଥ ଦେବଙ୍କ ବଜେସ୍ଥଳୀ । ହେବାକୁ ଥିବା ପଂଚୁଦୋଳ ମେଳଣରେ ଓଡିଶାର ବିଭିନ୍ନ ସ୍ଥାନରୁ ୪୦୦ ସକିର୍ତନ […]

ଯୁବକ କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ଚନ୍ଦକା:୪/୩(ଏସଏସଏନ୍) ପୂର୍ବଶତୃତା କୁ କେନ୍ଦ୍ର କରି ଜଣେ ଯୁବକ କୁ ବିଚ୍ ରାସ୍ତା ରେ ଗୋଡାଇ ଗୋଡାଇ ହାଣି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଞ୍ଚଳରେ । ସୁଚନା ଯୋଗ୍ୟ ଯେ , କଣ୍ଟାବାଡ କାଟେଣୀ ଗ୍ରାମର ବାବୁଲି ସେନାପତିଙ୍କ ପୁଅ ତିଲୁ ସେନାପତି । ସେହି ଗ୍ରାମର ମାର୍ଥା ପରିବାର ଲୋକଙ୍କ ପୁର୍ବରୁ ଶତୃତା ରହିଥିଲା । ଆଜି ସେହି ଗ୍ରାମର ବାହାଘର ବରଯାତ୍ରିରେ ତିଲୁ […]

ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନା କର୍ମଶାଳା

ଡେଲାଙ୍ଗ ୪/୩(ଏସଏସନିୟୁଜ) ଓଡିଶା ରାଜ୍ୟ ସମବାୟ ୟୁନିୟନ ,ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାଯ୍ୟକ୍ରମ ଡେଲାଙ୍ଗସ୍ଥିତ ଘୋରଡିଆ ସମବାୟସମିତି ବାରବାଟିଠାରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥିଭାବେ ସମବାୟସମିତି ଉପ-ନିବନ୍ଧକ ପ୍ରଶାନ୍ତକୁମାରଦାସ ପ୍ରଦୀପପ୍ରଜ୍ୱଳନ କରି ଏହାର ଶୁଭ ଉଦଘାଟନ କରିଥିଲେ । ରାଜ୍ୟସରକାର ଚାଷୀମାନଙ୍କପାଇଁ ପ୍ରଣୟନ କରୁଥିବା ଯୋଜନା ସର୍ମ୍ପକରେ ମତ ରଖିଥିଲେ । ସମବାୟସମିତି ଦ୍ୱାରା ଚାଷୀମାନଙ୍କୁ ଲଗାଣ ଓ ରୁଣ ଆଦାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସମବାୟ ସହକାରୀ ସମ୍ପାଦକ ବ୍ରହ୍ମାନନ୍ଦ […]