Browsing monthly archive

July 2020

ପ୍ରକାସ ପାଇଲା ମାଟ୍ରିକ୍ ପରିକ୍ଷା ଫଳ

ଭୁବନେଶ୍ବର :୨୯/୭(ଏସଏସଏନ୍)ବୁଧବାର ପ୍ରକାଶ ପାଇଲା  ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।ଏଥର ପାସ ହାର ୭୮.୭୬% ରହିଛି। ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ ୧୮,୧୮୮, ବି-୨ରେ ୩୧,୩୨୮ ଜଣ ପିଲା ପାସ୍ କରିଛନ୍ତି। ସେହିପରି ସି-ଗ୍ରେଡରେ ୪୯,୧୫୩,ଡି-ରେ ୮୯,୫୫୬, ଇ-ଗ୍ରେଡରେ ୨,୨୩,୧୯୫ ଜଣ ପିଲା ପାସ୍ […]

ଅଗଷ୍ଟ ରେ ବନ୍ଦ ରହିବ ୧୦ ଦିନ ବ୍ୟାଙ୍କ୍

ଭୁବନେଶ୍ବର :୨୯/୭(ଏସଏସଏନ୍) ଅଗଷ୍ଟ ମାସରେ ୧୦ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି ରହିଥିବା ବେଳେ ଏହାର ପରଦିନ ଅର୍ଥାତ୍ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।ସେହିପରି ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ ସ୍ବାଭାବିକ ଭାବେ ବ୍ୟାଙ୍କ କାରବାର ବନ୍ଦ ରହିବ। ତେବେ ଅଗଷ୍ଟ ୧୧ ମଙ୍ଗଳବାର ଜନ୍ମାଷ୍ଟମୀ ପାଇଁ […]

ଯୋଜନା କରୁଛି ଆଇଏସଆଇ ,ଅଗଷ୍ଟ ୧୫ ରେ ଅଯୋଧ୍ୟାରେ କରିବ ଆକ୍ରମଣ

ନୂଆଦିଲ୍ଲୀ :୨୯/୭(ଏସଏସଏନ୍) ଅଗଷ୍ଟ ୧୫ ତାରିଖରେ  ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଅଯୋଧ୍ୟାର ରାମ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଏନେଇ  ଭାରତର ଗୁଇନ୍ଦା ଏଜେନ୍ସି ର’ ପକ୍ଷରୁ ସୂତର୍କ ସୂଚନା ଦିଆଯାଇଛି। ଆକ୍ରମଣ ପାଇଁ ଆଇଏସଆଇ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ପ୍ରଶିକ୍ଷଣ ଦେଉଛି। ଆଯୋଧ୍ୟାରେ ଆକ୍ରମଣ ପାଇଁ ଆଇଏସଆଇ ୩ରୁ ୫ଟି ଆତଙ୍କବାଦୀ ଗୋଷ୍ଠୀକୁ ପଠାଇବା ଯୋଜନା କରିଛି। ପାକିସ୍ତାନ ଆଇଏସଆଇ ଏହି ଆକ୍ରମଣକୁ ଏପରି […]

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ୍

କୁଆଲାଲାମ୍ପୁର,୨୮/୭ (ଏସଏସନିୟୁଜ),ମାଲେସିଆର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ ରଜାକଙ୍କୁ ସରକାରୀ ନିବେଶ ପାଣ୍ଠିରୁ ବହୁ କୋଟି ଡଲାର ଆତ୍ମସାତ୍ କରିବା ଅଭିଯୋଗରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ୧୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ସେ ଦେଶର ପ୍ରଥମ ରାଜନୈତିକ ନେତା ଯାହାକୁ କାରାଦଣ୍ଡାଦେଶ ମିଳିଛି। ରଜାକଙ୍କ ଜେଲ୍ ଦଣ୍ଡାଦେଶ ପରେ କ୍ଷମତାସୀନ ମେଣ୍ଟ ସରକାରରେ ସହଯୋଗୀ ଭାବେ ସାମିଲ ହୋଇଥିବା ତାଙ୍କ ଦଳ ଉପରେ ଏହାର ପ୍ରଭାବ ପଡ଼ିବ। ବହୁ କୋଟି ଡଲାର ଅର୍ଥ ଆତ୍ମସାତ୍ […]

ଆଜିର ରାଶିଫଳ

ଜୁଲାଇ ୨୯ ତାରିଖ ୨୦୨୦ମସିହା(ବୁଧବାର)ଶ୍ରାବଣ-ଶୁକ୍ଳପକ୍ଷ,ତିଥି -ଦଶମୀ ,କର୍କଟ ରାଶି ର ଘାତବାର ଦଶମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ । ମେଷ-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ । ବୃଷ-ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । […]

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗ୍ରସ୍ତ କୁ ବିରୋଧ

ନୂଆଦିଲ୍ଲୀ:୨୮/୭(ଏସଏସଏନ୍)ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର  ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଶିଳାନ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିରର ଭୂମିପୂଜା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସଦସ୍ୟ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସାମ୍ବିଧାନିକ ଶପଥର ଉଲ୍ଲଂଘନ କରିବ। କାରଣ ଧର୍ମ ନିରପେକ୍ଷତା ହେଉଛି ଦେଶର ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି କହିଛନ୍ତି […]

ବଲିଉଡ୍ ଅଭିନେତ୍ରୀ କୁମକୁମ୍ ଙ୍କ ପରଲୋକ

ମୁମ୍ବାଇ ,୨୮/୭(ଏସଏସନିୟୁଜ) ବଲିଉଡ୍ ଅଭିନେତ୍ରୀ କୁମକୁମ୍ (୮୬)ଙ୍କ ପରଲୋକ ଘଟିଛି। ଅଭିନେତା ଜନି ୱାକରଙ୍କ ପୁଅ ନାସିର ଖାନ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କୁମକୁମ୍ ୧୯୫୪ରେ ‘ଆର୍ ପାର୍’ ଫିଲ୍ମର କଭି ଆର୍ କଭି ପାର୍ ଲଗା ତୀରେ ନଜରରୁ ଡ୍ୟାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ମଦର ଇଣ୍ଡିଆ, କୋହିନୂର, ଏକ ସପେରା ଏକ ଲୁଟେରା ଓ ନୟା ଦୌର ଭଳି ଫିଲ୍ମରେ ସେ କାମ କରିଥିଲେ। […]

ଥାନାରେ ଅଭିଯୋଗ କରିବା ପାଇ ନୂଆ ଗାଇଡଲାଇନ

ଭୁବନେଶ୍ୱର,୨୮/୭(ଏସଏସନିୟୁଜ) କରୋନା ପାଇ ଲୋକେ କିପରି ଅଭିଯୋଗ କରିବେ ସେନେଇ ଗାଇଡଲାଇନ ଜାରି କରିଛନ୍ତି ଡିଜିପି ଅଭୟ।ଏହି ଗାଇଡଲାଇନ ଅନୁଯାୟୀ, ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଫେସବୁକ, ଟ୍ୱିଟରରେ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ ବୋଲି ନିର୍ଦ୍ଦେଶ ରହିଛି। ଥାନାକୁ ନ ଯାଇ ଫୋନ କିମ୍ବା ଇ-ମେଲ୍ ଜରିଆରେ ମଧ୍ୟ ଲୋକେ ଅଭିଯୋଗ କରିପାରିବେ। ଏସପି ଓ […]

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି

ଭୁବନେଶ୍ୱର, ୨୮/୭ (ଏସଏସନିଉଜ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି । ଏହି କ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ […]

କାଢ଼ା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

କରୋନା ବର୍ତ୍ତମାନ ମାଡ଼ି ଚାଲିଛି। ଏଥରୁ ରକ୍ଷା ପାଇାବକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆପଣ ଆୟୁର୍ବେଦ କାଢ଼ା ପିଇ ପାରିବେ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରିପାରିବେ। ଆଜିର ସ୍ୱାସ୍ଥ୍ୟ ସୂଚନାରେ ଆସନ୍ତୁ ଜାଣିବା – କାଢ଼ାର ପ୍ରସ୍ତୁତି ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ ଓ ଏହାର ଉପକାରିତା :- ତେଜପତ୍ର – ଏଥିରେ ଭିଟାମିନ ସି, ଆଇରନ, ପୋଟାସିୟମ, ମାଗ୍ନେସିୟମ ଥାଏ। […]