Browsing monthly archive

March 2021

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୪ ତାରିଖ ୨୦୨୧ ମସିହା(ରବିବାର) ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ,ନକ୍ଷତ୍ର-ଉତ୍ତରଭାଦ୍ର,ଧନୁ ରାଶି ର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଓ ବୋଇତିକଖାରୁ ଭକ୍ଷଣ ନିଷେଧ ।  ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା […]

ସରିଲା ବେଲେଶ୍ୱର ମହାଦେବଙ୍କ ଜାଗର ଉତ୍ସବ

ବାରଙ୍ଗ,୧୩/୩(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମର ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କର ତିନିଦିନ ବ୍ୟାପି ଜାଗର ଉତ୍ସବ ଉଦଯାପିତ ହେଇଯାଇଛି ।ଏହି ଉତ୍ସବଟି ଜାଗର ଦିନ ଆରମ୍ଭ ହୋଇ ଆଜି ସମାପନ ହେଇଛି ଏହି ଅବସରରେ ଜାଗର ଦିନ କଳସି ଶୋଭାଯାତ୍ରା ହୋଇ ତିନିଦିନ ଧରି ବିଶ୍ବଶାନ୍ତି ମହାଯଜ୍ଞ ଆହୂତ ହେଇଥିଲା । ପୂର୍ଣ୍ଣଆହୁତି ରେ ଭକ୍ତ ମାନେ କୋଭିଡି କଟକଣାକୁ ଦୃଷ୍ଟିରେ ରଖି ପ୍ରସାଦ ସେବନ କରିଥିଲେ। ଜଗତସିଂହପୁର ନାଉଗାଁରୁ ଆଗତ ପାଲାକାର ଅରୁଣ […]

ଗାଧୋଇବା ବେଳେ ଚାଲିଗଲା ପ୍ରାଣ

ଭୁବନେଶ୍ବର,୧୩/୩(ଏସଏସନିୟୁଜ) ବାଙ୍କୁଆଳ ପାଖ କୁଆଖାଇରେ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାଳକର ମୃତ୍ୟୁ ଘଟିଛି ।ମୃତ୍ୟୁବରଣ କରିଥିବା ବାଳକ ସପ୍ତମଶ୍ରେଣୀର ହୋଇଥିବାବେଳେ ଲକ୍ଷ୍ମିସାଗର ଅଂଚଳର ମହେଶ୍ୱରପୃଷ୍ଟି ବୋଲି ଜଣାପଡିଛି ।ତେବେ ୩ଜଣ ସାଙ୍ଗଙ୍କ ସହ କୁଆଖାଇକୁ ଶନିବାରଦିନ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା ।ଗାଧୋଇବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଡିଯାଇଥିବାବେଳେ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ନିଲମ୍ବିତ ହେଲେ ଯାଆଁଳା ଫାଣ୍ଡି ଅଧିକାରୀ

ଜଟଣୀ, ୧୩/୩(ଏସଏସନିୟୁଜ) ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ମିଳିବା ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏମ୍ସ ପକ୍ଷରୁ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ବ୍ୟବଚ୍ଛେଦ ରିପୋର୍ଟରେ ସ୍ୱାଭାବିକ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ପରିଚୟ ପାଇବାକୁ ପୋଲିସ ଛାନଭିନ୍ ଜାରି ରଖିବାନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ ସତ୍ୟବ୍ରତ […]

ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା

ଡେଲାଙ୍ଗ,୧୩/୩(ଏସଏସନିୟୁଜ) ଓଡିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତିୀ ଅବସରରେ ଡେଲାଙ୍ଗର ବେରବୋଇ ଗାନ୍ଧୀ ପୀଠ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ଐତିହାସିକ ପଦଯାତ୍ରା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା […]

ଭୁବନେଶ୍ବରରେ ହେବ ଫାଇଭଷ୍ଟାର ହୋଟେଲ

୧-ରାଜ୍ୟରେ ୧୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଲେ ସରକାର, ଭୁବନେଶ୍ବରରେ ହେବ ଫାଇଭ ଷ୍ଟାର ହୋଟେଲ । ୨-ଇଷ୍ଟକୋଷ୍ଟ ରେଲୱେ ର ସୂଚନା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ । ୩-କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ୪-ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ […]

ଆଜିର ଅନୁଚିନ୍ତା

➡️ଯଦି ମହୁପରି ମଧୁର ପରିଣାମ ଚାହୁଁଛନ୍ତି ତେବେ ମହୁମାଛି ପରି ଏକତ୍ର ରହିବା ଶିଖ —! ତାହା ପୁଣି କଥା ପରିବାରର ହେଉ, ସମାଜର ହେଉ, ଧର୍ମର ହେଉ ବା ଦେଶର ହେଉ । ➡️ନିଜର ସମସ୍ୟା ଗୁଡିକ ତ ନିଜର ସମସ୍ୟା ଅନ୍ୟ କାହା ପାଖରେ ତ ଗଳ୍ପଟିଏ ! ➡️ଜୀବନର ଗତି କେବେବି କାହା ପାଇଁ ଅଟକି ଯାଏନାହିଁ ଆଉ କାହା ପାଇଁ ଅଟକେଇ ରଖିବା ବି ବୋକାମି । ➡️ଯେଉଁମାନେ ତୁମ ପଛରେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୩ ତାରିଖ ୨୦୨୧ ମସିହା(ଶବିବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରଶିର ଘାତବାର,ଅମାବାସ୍ୟା ସମ୍ବତ୍ସାରିକ ଶ୍ରାଦ୍ଧ, ମହାଳୟା ବିଧିରେ ହେବ,ଆମିଷ ଓ ପାଣିକଖାରୁ ଭକ୍ଷଣ ନିଷେଧ । ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ […]

କେହି ଶୁଣିଲେନି ଶେଷରେ ରାସ୍ତାକାମ ନିଜେ କଲେ ଗ୍ରାମବାସୀ

ବାରଙ୍ଗ,୧୨/୩(ଏସ୍‌ଏସ୍‌ନିୟୁଜ)ଶୁଣିଲେନି ଲୋକପ୍ରତିନିଧି,ବ୍ଲକପ୍ରଶାସନ ।ବହୁବାର ଦୈାଡିଲେ ଗୁହାରୀନେଇ । ମିଳିଲା କେବଳ ଆଶ୍ୱାସନା ।କିନ୍ତୁ ହେଲାନି ଲୋକମାନଙ୍କ ସମସ୍ୟାର ନିରାକରଣ ।ନିରାଶ ହେବାପରେ ଆଉ ଗୁହାରୀ ନକରିବାକୁ ନିଷ୍ପତି ନେଲେ ।ଶେଷରେ ଅଂଟାଭିଡିଲେ ଗ୍ରାମବାସୀ । ଆଉ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ନିଜେ ଲାଗିପଡିଲେ । କଷ୍ଟ ସିନା ହେଲା କିନ୍ତୁ ଖାଲଖମା ଭରା ରାସ୍ତା ସମତଳ ହୋଇଥିଲା ।ନିଜର ରାସ୍ତାକୁ ନିଜେ ମରାମତି କରି ଆଜି ବେଶ ଚର୍ଚ୍ଚାକୁ ଆସିଛନ୍ତି ଗ୍ରାମବାସୀ । ଆମେ କହୁଛୁ […]

ହରିରାଜପୁର ଓ ଡେଲାଙ୍ଗ ହାଟ ମେଳଣ ପାଇଁ ହେଲା ବୈଠକ

ଡେଲାଙ୍ଗ,୧୨/୩(ଏସଏସନିୟୁଜ) ହରିରାଜପୁରର ପଞ୍ଚୁଦୋଳ ମେଳଣ ଓ ଡେଲାଙ୍ଗ ହାଟ ମେଳଣ ବା ସଜ ମେଳଣ ଡେଲାଙ୍ଗ ଅଂଚଳରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହି ମେଳଣ ଦେଖିବାପାଇଁ ଦୁରଦୁରାନ୍ତରୁ ହଜାରହଜାର ଭକ୍ତମାନଙ୍କର ଭୀଡ ରହିଥାଏ ।ମେଳନଦୁଇଟିର ସମୟ ପାଖେଇଆସୁଥିବାରୁ ଏହାକୁ କିଭଳି କାଭେିଡ ନୀୟମ ଭିତରେ ରହି ପାଳନ କରାଯାଇପାରିବ ସେଥିପାଇଁ ଶୁକ୍ରବାରଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼ାଇ ଅଧ୍ୟକ୍ଷତା ରେ ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାକୟ […]