ଚୌଦ୍ୱାର ମଣ୍ଡଳ କାରାଗାରରେ ହେଲା ଶୁଭ ବିବାହ
ଚୌଦ୍ୱାର ,୧୭/୩(ଏସ ଏସନିୟୁଜ) ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଆଜି ଚୌଦ୍ୱାର ମଣ୍ଡଳ କାରାଗାର ରେ ଦ୍ୱତୀୟ ଥର ଲାଗି ବିବାହ ଉସ୍ବ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିବା ଏହି ବିବାହ ଉସ୍ବରେ ବିଚାରଧୀନ ଅଭିଯୁକ୍ତ ନୃସିଂଘ ଦାସ ବର ସାଜିଥିବାବେଳେ କନ୍ୟାଭାବେ ପୀଡିତା ପୂଜା ଦାସ ଥିଲେ ।ସାମସ୍ତେ ବେଶ ଖୁସି ମନାଇଥିଲେ ।ବନ୍ଧୁବାନ୍ଧବମାନଙ୍କଠାରୁ ଆରମ୍ଭକରି ଉଭୟପରିବାରବର୍ଘଙ୍କ ଉପସ୍ଥିତିରେ ଏହି ଶୁଭକାର୍ଯ୍ୟ ସମ୍ପନ୍ନ […]