ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ, ମାଧ୍ୟମିକ ଶିକ୍ଷା ପରିଷଦର ଅନୁମୋଦନ
ଭୁବନେଶ୍ବର,୭/୫(ଏସ ଏସ ନିୟୁଜ) କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି। ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ପଦ୍ଧତ୍ତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାର ମୂଲ୍ୟାୟନ କରାଯିବା ପାଇଁ ବିକଳ୍ପ ପଦ୍ଧତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ଏହି ବିଜ୍ଞପ୍ତି ଉପଲବ୍ଧ ହେଉଛି। ଶିକ୍ଷକ-ଶିକ୍ଷୟିତ୍ରୀ, […]