ଉତରପ୍ରଦେଶ-ରାଏବରେଲିଗାଁରେ କରୋନାକୁନେଇ ହଇଚଇ

ଭୁୁବନେଶ୍ୱର,୭/୫(ସତ୍ୟସନ୍ଧାନଡେସ୍କ) ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ କରୋନା ମହାମାରୀ ବିପର୍ଯ୍ୟସ୍ତ ହୋଇପଡିଛି। ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟର ଅନେକ ଗ୍ରାମରେ ମୃତ୍ୟୁ ପ୍ରକ୍ରିୟା ଚାଲିଛି। ରାଏ ବରେଲି ଏକ ଛୋଟ ଗାଁ ସୁଲତାନପୁରରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦୦ ପରିବାର ବସବାସକରୁଥିବା ଏହି ଗାଁର ଜନସଂଖ୍ୟା ୨୦୦୦ । ଗତ କିଛି ଦିନ ହେବ ମୃତ୍ୟୁର ଦୃଶ୍ୟ ସବୁଠାରେ ଦେଖିବାକୁ ମିଳିଛି । ଗାଁରେ ଥଣ୍ଡା ଓ ଜ୍ୱର ଭଳି କରୋନା ଲକ୍ଷଣରୁ ସଂକ୍ରମଣ ଆରମ୍ଭ ହୋଇ ନିଶ୍ୱାସ ପ୍ରଶ୍ୱାସ ହେତୁ ମୃତ୍ୟୁ ହେଉଥିବାରୁ ଗଁରେ ଆତଙ୍କ ଖେଳିଯାଇଛି । ଗାଁରେ ୧୭ ଜଣଙ୍କର ମୃତ୍ୟୁପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟିହୋଇଛି ।

Comments (0)
Add Comment