ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୭/୫ (ଏସଏସନିୟୁଜ) ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ୪୫ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ପହଞ୍ଚିଲା କୋଭିସିଲ୍ଡ ଟିକା। ୨ୟ ଡୋଜ୍ ପାଇଁ ଅପେକ୍ଷାରତ ଲୋକଙ୍କୁ ମିଳିବ ପ୍ରାଥମିକତା। ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେବା ବାକି ରହେିଛି ।ନିହାତି ଆବଶ୍ୟକ ।ଏହାସହ ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି।

Comments (0)
Add Comment