ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ
ଭୁବନେଶ୍ୱର,୧୧/୭(ଏସଏସନିୟୁଜ)ଆଉ କେଇଘଂଟାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।ଏଥିନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଂଚିଛି । ରବିବାର ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରି ରଥଖଳାରୁ ସିଂହଦ୍ୱାର ସେବାୟତମାନେ ଟାଣି ଟାଣି ସିଂହ ଦ୍ୱାର ସମ୍ମୁଖକୁ ନେଇଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ […]