ଉଦ୍ଧାର ହେଲେ ଶିଶୁ ଶ୍ରମିକ
ଚୌଦ୍ୱାର,୧୬/୯(ଏସ ଏସ ନିଉଜ)ଟାଙ୍ଗୀ ଥାନା ମଙ୍ଗୁଳି ଛକ ଅଂଚଳରୁ ଶିଶୁ ଶ୍ରମିକ ଉଦ୍ଧାର କରିଛି ଟାଙ୍ଗୀ ଥାନା ପୋଲିସ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ପୋଲିସ ଆଜି ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ। ଟାଙ୍ଗୀଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଙ୍କ ନିର୍ଦେଶରେ ମଙ୍ଗୁଳିଛକର ବିଭିନ୍ନ ବଜାରରେ ଥିବା ଗ୍ୟାରେଜ, ସର୍ଭିସ ସେଣ୍ଟର, ଜଳଖିଆ ଦୋକାନ ଓ ହୋଟେଲ ରୁ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା।ପରେ […]