Browsing daily archive

October 24, 2021

ବାହାଘର ପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ

ବଲାଙ୍ଗିର, ୨୪/୧୦(ଏସଏସନିୟୁଜ)ପ୍ରଥମେ ସୋସିଆଲ ମିଡିଆରେ ଆରମ୍ଭ ହେଲା ପ୍ରେମ ।ତାପରେ ବାହାଘର ,ଆଉ ବାହାଘରର ୩ମାସପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ ।ଏହିଭଳି ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲାରେ ଘଟିଛି ।ପରିବାରର ଲୋକଙ୍କ ଅଭିଯୋଗପରେ ପୋଲିସ ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ୱାମୀ ରାଜେଶ ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେସ୍‌ବୁକରେ ରାଜେଶ ରଣା ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ଉଭୟଙ୍କ ସହମତିରେ ପରବର୍ତିସମୟରେ ବିବାହ ହୋଇଥିଲା […]

ଆଜି ଶକ୍ତି ପ୍ରଦର୍ଶନ କରିବେ ପ୍ରଦୀପ ମାଝୀ

ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଦୀପ କେଉଁ ଦଳରେ ମିଶିବେ ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିବେ ପ୍ରଦୀପ ମାଝୀ ।

ସିପିଆଇ ପକ୍ଷରୁ ହତ୍ୟା ଘଟଣାର ପ୍ରତିବାଦ

ମାଲକାନଗିରି, ୨୪/୧୦(ଏସଏସନିୟୁଜ) ସିପିଆଇ ପକ୍ଷରୁ ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ପ୍ରତିବାଦ କରାଯାଇଛି । ସିପିଆଇ(ଏମ) ପକ୍ଷରୁ ଶତାଧିକ କର୍ମୀ କୋରକୋଣ୍ଡା ଠାରେ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ମହାଲିଙ୍ଗର ଲୋମହର୍ଷଣକାରୀ ସୁପରିକଳ୍ପିତ ହତ୍ୟାକାଣ୍ଡ,ମମିତାଙ୍କ ପରିବାରକୁ ତୁରନ୍ତ ଏକ କୋଟି ଟଂକାର ସହାୟତା ରାଶି ପ୍ରଦାନ ଓ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଂକର ମିଶ୍ରଙ୍କର ସଂଦେହ […]

ଜାଲରେ ପଡ଼ିଲା ଇଲା ମାଛ

ଭଦ୍ରକ, ୨୪/୧୦(ଏସଏସନିୟୁଜ) ଜାଲରେ ପଡ଼ିଲା ଇଲା ମାଛ ।ଗୋଟିଏ କି ଦୁଇଟି ନୁହେଁ,ଏକକାଳିନ ୬ ଟନ୍‌ରୁ ଅଧିକ ମାଛ ।ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।ଏହିଭଳିଘଟଣା ଶନିବାର ସକାଳେ ଧାମରାରେ ଦେଖିବାକୁ ମିଳିଛି । ଧାମରା କରଣପଲ୍ଲୀରେ ରହୁଥିବା ବିକି ମଣ୍ଡଳ ତାଙ୍କ ଯନ୍ତ୍ରଚାଳିତ ମାଛଧରା ବୋଟ୍ ନେଇ ସହଯୋଗୀଙ୍କୁ ସାଙ୍ଗରେ ନେଇ ଗତକାଲି ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ଗଭୀର ସମୁଦ୍ର ଭିତରେ ବୋଟ୍‌ଟି ଥିବା ସମୟରେ ହଠାତ ଶହଶହ ମାଛ ଜାଲରେ ଲାଗିଥିଲେ। […]

ଶଙ୍ଖ ଧରିବେକି ସିଦୁ!

କେନ୍ଦୁଝର,୨୪/୧୦(ଏସଏସନିୟୁଜ) ଶଙ୍ଖ ଧରିବେକି ଚମ୍ପୁଆର ପୂର୍ବତନ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେପି ନେତା ଧନୁର୍ଜୟ ସିଦୁ ।ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ୧୯୯୭ମସିହାରେ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିବା ସିଦୁପୁଣି ଥରେ ଘରବାହୁଡା କରିବେ ବୋଲି ଆଲୋଚନା ଚାଲିଛି ।ଏହାପରେ ଦଳ ଛାଡି କଂଗ୍ରସରେ ଯୋଗଦାନ କରି କଂଗ୍ରେସ ପ୍ରାର୍ଥୀ ହୋଇ ୨୦୦୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସିଦୁ ବିଜେପିରେ ମିଶିବା ସହ […]

ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି

୧. କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ । ୨. ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର । ୩. ଏଣିକି ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ! ବ୍ୟାନ ଲଗାଇଲେ ପାକିସ୍ତାନ ସରକାର । ୪. ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ମାଗଣା ଭୋଜନ ଏବଂ ଅନ୍ୟାନ୍ୟ ଯୋଜନାକୁ ପାଣ୍ଠି ଯୋଗାଉଛି: ହରଦୀପ ସିଂହ ପୁରୀ । ୫. ଟେରର ଫଣ୍ଡିଂ ମାମଲା: […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯଦି ତୁମେ ଯୁବକ ଅବସ୍ଥାରେ କଠିନ ପରିଶ୍ରମ କରିବାକୁ ଲଜ୍ଜିତ, ବୃଦ୍ଧାବସ୍ଥା ପରେ ବଞ୍ଚିବା ପାଇଁ ତୁମକୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିବ !! ➡️”ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ ! ➡️”ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୨୪ ତାରିଖ ୨୦୨୧ ମସିହା(ରବିବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ,ନକ୍ଷତ୍ର- ରୋହିଣୀ ,ମେଷ ରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମୂଳା ଭକ୍ଷଣ ନିଷେଧ 👉🏿ମେଷ: ଆଶାବାଦୀ👉🏿ବୃଷ: ସ୍ବାଧୀନଚିନ୍ତା👉🏿ମିଥୁନ: କାର୍ଯ୍ୟ ହାନି👉🏿 କର୍କଟ: ଦ୍ରବ୍ଯ ଲାଭ👉🏿 ସିଂହ: କାର୍ଯ୍ୟ ସଫଳ👉🏿 କନ୍ୟା: ସଜ୍ଜିନ ସମ୍ପର୍କ👉🏿 ତୁଳା:ଦେହପୀଡା👉🏿 ବିଛା: ଘାତ ଚନ୍ଦ୍ର👉🏿ଧନୁ: ଆତ୍ମଗୋପ🤙🏿ମକର:ନିରବଭାବ👉🏿 କୁମ୍ଭ : ଦ୍ରବ୍ଯ ନଷ୍ଟ👉🏿 ମୀନ: ପ୍ରଶଂସାଳାଭ । ମେଷ :-ଆଜି ଦିନଟି ନିଜର […]