ସିପିଆଇ ପକ୍ଷରୁ ହତ୍ୟା ଘଟଣାର ପ୍ରତିବାଦ

ମାଲକାନଗିରି, ୨୪/୧୦(ଏସଏସନିୟୁଜ) ସିପିଆଇ ପକ୍ଷରୁ ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ପ୍ରତିବାଦ କରାଯାଇଛି । ସିପିଆଇ(ଏମ) ପକ୍ଷରୁ ଶତାଧିକ କର୍ମୀ କୋରକୋଣ୍ଡା ଠାରେ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ମହାଲିଙ୍ଗର ଲୋମହର୍ଷଣକାରୀ ସୁପରିକଳ୍ପିତ ହତ୍ୟାକାଣ୍ଡ,ମମିତାଙ୍କ ପରିବାରକୁ ତୁରନ୍ତ ଏକ କୋଟି ଟଂକାର ସହାୟତା ରାଶି ପ୍ରଦାନ ଓ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଂକର ମିଶ୍ରଙ୍କର ସଂଦେହ ଜନକ ଭୂମିକାକୁ ନେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Comments (0)
Add Comment