ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର,୧୪/୮(ଏସଏସନିୟୁଜ)ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ବିଧିବଦ୍ଧ ଭାବେ ସିଏଚଏସଇ କାର୍ୟ୍ୟାଳୟରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ ଷଗ୍ଧଗ୍ଧକ୍ଟ୍ର://କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଏହି ୱେସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ତେବେ କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଥିବାବେଳେ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ […]